Ashis Kumar Swain

Abstract

5.0  

Ashis Kumar Swain

Abstract

ଯାନ୍ତ୍ରିକତା

ଯାନ୍ତ୍ରିକତା

1 min
633


ଯାନ୍ତ୍ରିକ ଜ୍ଞାନ କୌଶଳରେ ମାନବ ସମାଜ ପ୍ରଭୂତ୍ଵ ବିସ୍ତାର ଲାଭ କରିଛି ଓ ସଫଳତାର ଶୀର୍ଷରେ ପହଞ୍ଚି ପାରିଛି । ଯନ୍ତ୍ର ଦ୍ଵାରା ନିଜର ଅସ୍ତିତ୍ବ ବି ହରେଇ ବସିଛି । ପ୍ରତିଟି ପାଦ ରେ ଯନ୍ତ୍ର । ମଣିଷ ଆଜି ଯନ୍ତ୍ର ପାଲଟି ଯାଇଛି । ମୁଁ ଥରେ ବାପାଙ୍କ ସାଙ୍ଗରେ ବାହାରି ପଡ଼ିଲି ବୁଲି ଯିବା ପାଇଁ ବଜାରକୁ ପୁଣି ଯନ୍ତ୍ରର ସନ୍ଧାନରେ । ଦୁଇ ଚକିଆ ଯାନ ରେ ବସି କି ଗଲି । ବାଟରେ ଦେଖିଲି ବିଭିନ୍ନ ପ୍ରକାରର ନାନା ରକମର ଜିନିଷ । କିଛି ସମୟ ପରେ ଘରେ ପହଁଚିଲି । ଘରେ ବି ସେଇ ପରିସ୍ଥିତି ଅଳ୍ପ ମାତ୍ରାରେ । ଘରେ ବସି କାଗଜ ଓ କଲମ ଧରି ହିସାବ କଲି । ସିଦ୍ଧାନ୍ତରେ ପହଁଚିଲି ଯନ୍ତ୍ର ବିନା ମଣିଷ ସମାଜ ଆଜି ପଙ୍ଗୁ।


Rate this content
Log in

Similar oriya story from Abstract