The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ashis Kumar Swain

Tragedy

5.0  

Ashis Kumar Swain

Tragedy

ହୃଦୟ ବେଦନା

ହୃଦୟ ବେଦନା

1 min
486


ସ୍ନେହ ମମତା ଭଲ ପାଇବାର ସାଗର ଓ ମଧୁର ବଚନର ଭଣ୍ଡାର ମୋ ଜେଜି ମା । ମୋ ଉପରେ ଟିକି ବାଲି ଗରଡ଼ାଟି ପଡିଗଲେ ତାକୁ ପଥର ଖଣ୍ଡେ ପଡ଼ିଲା ପରି ଲାଗେ । ଧୂଳି ଧୂସରିତ ମୋ ଦେହକୁ ତା' ର ପଣତ କାନିରେ ପୋଛି ଦିଏ । ଦାଣ୍ଡଙ୍କୁ କ'ଣ ବିକା ଆସିଲେ କିଣି ତା'ର କାନିରେ ଗଣ୍ଠି ପକେଇ ରଖିଥାଏ । ନାତି ଟୋକା ଟିକେ ଇଆଡେ ଆସିଲୁ ମୁଁ ପାଖରେ ପହଁଚି ଗଲେ ମୋତେ କୋଲେଇକି ଧରିକି ଗେହ୍ଲା କରି କାନିରେ ବାନ୍ଧି ଥିବା କିଣିଥିବା ଜିନିଷ ଟିକୁ ମୋତେ ଦିଏ । ମୁଁ ଆନନ୍ଦ ସହକାରେ ଆଣେ ହେରୀ । ମୁଁ ଯେତେବେଳେ ତାଙ୍କୁ ସବୁଦିନ ପାଇଁ ସଂସାରରୁ ହରେଇ ଦେଲି ମୋ ହୃଦୟ ସତେ ଯେପରି ବନ୍ଦ ହୋଇଗଲା ପରି ଲାଗିଲା । ଲୋତକ ଭରା ନୟନରେ ଏବେ ବି ଚାହିଁ ରହିଛି କେବେ ଆସିବୁ ନାତି ଟୋକାକୁ କୋଳେଇ ନେବୁ ।


Rate this content
Log in

More oriya story from Ashis Kumar Swain

Similar oriya story from Tragedy