Ashis Kumar Swain

Abstract

5.0  

Ashis Kumar Swain

Abstract

ଭାରତୀୟ

ଭାରତୀୟ

1 min
435


ସୁଜଳା- ସୁଫଳା ,ଶସ୍ୟ -ଶ୍ୟାମଳା ,କାବ୍ୟ -କଳା ,ଐତିହ୍ୟ ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ ଭାରତ । ଭାରତରେ ରହୁଥିବା ପ୍ରମାଣ ପତ୍ର ଥିବା ଅଧିବାସୀଙ୍କୁ ଭାରତୀୟ କୁହାଯାଏ । ମୁଁ ପ୍ରଥମ ଥର ପାଇଁ ଜଗନ୍ନାଥ ମନ୍ଦିର ଯାଇଥାଏ । ମୋତେ ନିତି ନିୟମ କିଛି ଜଣା ନଥାଏ । କିନ୍ତୁ ଶ୍ରୀକ୍ଷେତ୍ରର ମଣି ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ମୁଁ ଆସିଥାଏ ଏକା । ମନ୍ଦିର ଭିତରକୁ ପ୍ରବେଶ ସମୟରେ ମୋ ଆଗରେ ଧୋବ ଫର୍ ଫର୍ ଲୋକଟି କୁ ମନ୍ଦିରକୁ ପ୍ରବେଶ ବନ୍ଦ କଲେ । ମୁଁ ବି ତାରି ଭଳି ଦେଖିବାକୁ । ମୁଁ ପଚାରିଲି ଆରକ୍ଷୀ ଭାଇ ମାନଙ୍କୁ ତାଙ୍କୁ କାହିଁ କି ମନ୍ଦିରକୁ ମନା ହେଲା । ଆରକ୍ଷୀ ଭାଇ କହିଲେ ସେ ଆମ ଦେଶର ନୁହଁ । ସେମାନେ ମୋତେ ପୁଣି କହିଲେ ତୁମେ ବି ଆମ ଦେଶର ନୁହଁ । ତୁମେ ବି ପସି ପାରିବ ନାହିଁ । ମୁଁ କହିଲି ମୁଁ ଭାରତୀୟ ମୁଁ ପଶିପାରିବୀ । ସଙ୍ଗେ ସଙ୍ଗେ ମୋ ଆଧାର ଦେଖେଇଲି । ଗର୍ବ ସହକାରେ କହିକି ଗଲି ମୁଁ ଭାରତୀୟ ।


Rate this content
Log in

Similar oriya story from Abstract