ସଂକଳ୍ପ
ସଂକଳ୍ପ


ସଂକଳ୍ପ ଏକ ଶବ୍ଦ ନୁହେଁ । ସଂକଳ୍ପ ଏକ ମହତ୍ୱ ବିଶ୍ୱାସ କିଛି ଦୃଢତାର ଲକ୍ଷ୍ୟ । ସଂକଳ୍ପ ବିନା ଜୀବନ ଜିଇଁବା ଜୀବନକୁ ତୁଚ୍ଛ ମଣିବା ବୋଧେ ହୁଏ ଠିକ୍ ମୋ ଭାଷାରେ ।
ଅଙ୍କା ବଙ୍କା ଜୀବନ ପଥରେ ସଂକଳ୍ପ ନେଇ ଆଗକୁ ବଢିବା ସର୍ବାଦୌ ଗ୍ରହଣୀୟ । ଜୀବନକୁ ଠିକ୍ ମାର୍ଗରେ ପରିଚାଳନା କରିବା । ସତ କର୍ମ, ସଦ ଭାବ , ସତ୍ ଚିନ୍ତା ନେଇ ଆଗକୁ ବଢିବାର ପ୍ରୟାସ ରଖିଛି । ମାନବିକତା , ନିରପେକ୍ଷତା ଓ ମହତ୍ୱଗୁଣକୁ ସାଙ୍ଗରେ ନେଇ ଯିବାର ଲକ୍ଷ୍ୟ ରଖିଛି । ସମାଜସେବାରେ ନିଜକୁ ନିୟୋଜିତ କରିବି ।