STORYMIRROR

Papu parida

Drama Romance Others

3  

Papu parida

Drama Romance Others

ତୋ ପାଦର ଅଳତା କହୁଛି

ତୋ ପାଦର ଅଳତା କହୁଛି

1 min
432

"କେତେ ଦିନ ଆଉ ମନର କଥାକୁ ଡାୟାରୀରେ ଲେଖୁଥିବି। କେତେ ଦିନ ଆଉ କହିବି କହିବି ବୋଲି ଭାବିବି।ଯାଉଛି ଆଜି କହିଦେବି।"


"ସ୍ୱାଗତିକା ମୁଁ ତୁମକୁ କିଛି କହିବାକୁ ଚାହେଁ।"

ସ୍ୱାଗତିକା: ମୁଁ ବି କିଛି କହିବାକୁ ଚାହୁଁଛି।କିନ୍ତୁ ତୁମେ ପ୍ରଥମେ  କୁହ।

"ତୁମେ ପ୍ରଥମେ କୁହ।"

ସ୍ୱାଗତିକା: ନା ତୁମେ।

"ନା ତୁମେ।"

ସ୍ୱାଗତିକା: ହଉ ଶୁଣ।ତୁମେ କାଲି କ୍ଲାସରେ ଡାୟାରୀ ଟା ଛାଡି 

  ଦେଇଥିଲ। ଏଇ ନିଅ।

"ଓ! ଏହି କଥା"

ସ୍ୱାଗତିକା:ହଁ।ତୁମେ କଣ କହିବି ବୋଲି କହୁଥିଲ।

"ମୁଁ। ମୁଁ। କେମିତି କହିବି। କେମିତି କହିବି।

ଇ I LOVE YOU।

ସ୍ୱାଗତିକା: କଣ! ହେ LISTEN।ମୁଁ ତୁମକୁ 

       କେବଳ ଜଣେ ସାଙ୍ଗ ହିସାବରେ ଦେଖେ।

       ନିଜ LIMIT ରେ ରୁହ।OK। (ଏକ ଅଜଣା   l ପ୍ରସନ୍ନତା ଠାଣିରେ । ବାବା ରେ! ଆଜି  କାଲିର ପୁଅମାନେ ପୁରା ଅଜବ ପ୍ରକାରର। ଆଙ୍ଗୁଳି    ଦେଖେଇଲେ ବାହା ଗିଳି ଦେବେ ।


ଏତିକି କହି ସେ ବୁଲି ଚାଲି ଯାଉଥିଲା। କିନ୍ତୁ ମୋ favoroit ହଳଦିଆ ରଙ୍ଗର ଡ୍ରେସ,ଖୋଲା ଚୁଟି, ହାତରେ ମେହେନ୍ଦୀ ଆଉ ହଁ ପାଦରେ ଅଳତା ଓ ମୋତେ ଲୁଚେଇ ଲୁଚେଇ ତାର ଲାଜଭରା ହସ ଓ ମୋ ହାତରେ ମୋ ଡାୟାରୀ ନ କହିବି ବହୁତ କିଛି କହି ଯାଉଥିଲା।


ବଧେ ସେ ତାର ମିଛ ଅଭିନୟକୁ ବେଶୀ ସମୟ ଜାରି ରଖି ପାରିଲାନି। ପଛକୁ ବୁଲି ହସରେ ହସରେ ସବୁ କହିଦେଲା।


ଆଉ ମୋ background ରୁ( ତୋ ପାଦର ଅଳତା କହୁଛି. ତୋତେ ଏବେ ଏବେ ପ୍ରେମ ହୋଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama