STORYMIRROR

Lipsa Panda

Inspirational

0.2  

Lipsa Panda

Inspirational

ଷ୍ଟାଟସ୍

ଷ୍ଟାଟସ୍

1 min
15.4K


ଅଫିସ ମେନ୍ ଗେଟ ରୁ ODC ଯାଏଁ ରାସ୍ତା ଧାରରେ ଜାମୁ କୋଳି ଗଛ ଭର୍ତ୍ତି। ବଡ଼ ବଡ଼ ବାଇଗଣୀ ରଙ୍ଗର ପାଚିଲା ଜାମୁକୋଳି ରାସ୍ତା ସାରା ପଡ଼ି ଗଡୁଥାଏ। ଗୋଟେଇ ପକେଇବାକୁ ଭାରି ଲୋଭ। ହେଲେ କାହିଁ କେହି ବି ଜଣେ ଆଖି ଉଠେଇ ଅନୋଉ ନାହାଁନ୍ତି ତ! ନଇଁ ପଡ଼ିଲେ ପ୍ରେଷ୍ଟିଜ୍ ଗଲା! କି ଏଠିକାର ଲୋକେ ଜାମୁକୋଳି ଖାଆନ୍ତିନି ବୋଧେ...

*** *** *** *** ***

ଅଫିସ ଗେଟ୍ ବାହାରେ ସ୍ତ୍ରୀ ଲୋକଟି ବସି ଜାମୁକୋଳି ବିକୁଚି। କେତେ ପଚାରିଲେ ପାଓ ପଚାଶ ଟଙ୍କା କହୁଚି ! ଅଫିସରୁ ଫେରୁଥିବା ପ୍ରାୟ ଲୋକ ପାଓ କିଲୋ ଲେଖାଏଁ କିଣି ନଉଛନ୍ତି ତା ଠୁଁ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational