STORYMIRROR

Lipsa Panda

Abstract

2  

Lipsa Panda

Abstract

ସମ୍ମାନ

ସମ୍ମାନ

1 min
285

ଷ୍ଟାଣ୍ଡ୍ ରେ ବସ୍ କୁ ଅପେକ୍ଷା କରି ଠିଆ ହେଇଥିବା ସାଲୁଆର ପିନ୍ଧା ଝିଅର କାନ୍ଧ ପାଖରେ ତା ବ୍ରା ଫିତାର ଦେଖା ଯାଉଥିବା କିଛି ଅଂଶକୁ ଦେଖି, ତା ପଛରେ ଠିଆ ହେଇଥିବା ଦୁଇଟା ପୁଅଙ୍କ ଚୁପି ଚୁପି ହସ ସହ ଅଭଦ୍ର ଟିପ୍ପଣୀ ଶୁଣି, ପଛପଟ ସୁଦୃଶ୍ୟ ଶୋ ରୁମ୍ ରେ ଠିଆ ହେଇଥିବା ପୂର୍ଣ୍ଣ ଅବୟବର ବିକିନି ପିନ୍ଧା ସୁନ୍ଦରୀ ମାନେକ୍ୱିନ୍ ଟି ହସି ହସି ଭାବୁଥିଲା: ଏଇ ପୁଅ ମାନେ ବି ଗଲା କାଲି ମହିଳା ଦିବସ ଲାଗି ମହିଳାଙ୍କୁ ସମ୍ମାନ ଦେବା ଉପରେ ଲମ୍ବା ଚଉଡ଼ା ଭାଷଣ ଦେଇ ପୋଷ୍ଟ ମାନ କରିଥିବେ social media ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract