Rasmita Hembram

Inspirational

5.0  

Rasmita Hembram

Inspirational

ସଂଘର୍ଷ ହିଁ ତ ଜୀବନ

ସଂଘର୍ଷ ହିଁ ତ ଜୀବନ

1 min
435


ଜୀବନ ଏମିତି ଏକ ଚଲାପଥ , କେବେ କଣ୍ଟା ତ କେବେ ଛାଇ ତଥାପି ଉଠିପଡି ଚାଲିବାକୁ ହୁଏ I କ୍ଷୁଦ୍ରାତିକ୍ଷୁଦ୍ର ଅଣୁଜୀବ ଠାରୁ ମନୁଷ୍ଯ ଯାଏ ସଂଘର୍ଷ ବିନା କେହି ବଞ୍ଚିବା ଶିଖିନି I ବ୍ଯତିକ୍ରମ ଏତିକି ଯେ କାହା କପାଳରେ ସଂଘର୍ଷର ଯନ୍ତ୍ରଣା ଅଧିକ ତ କହାର ଟିକେ କମ୍ I ସଂଘର୍ଷ ଯେତେ କଷ୍ଟ ଦାୟକ ହେଉ ନା କାହିଁକି ଏହା ଜୀବନର ବାଟକୁ କଢେଇ ନେଇ ଥାଏ I ପର୍ବତର ଶିଖରରେ ପହଞ୍ଚାଇଥାଏ I ସଂଘର୍ଷର ଫଳ ମିଳୁ ବା ନ ମିଳୁ ମାତ୍ର ଏହା ଆମକୁ ଜୀବନ ଯୁଦ୍ଧରେ ଯୁଦ୍ଧ କରିବାର କଳାକୁ ଶିଖାଏ ଆମକୁ ସ୍ୱାଭିମାନୀ ବନାଏ I ଯିଏ ଏହାକୁ ଡରେ ଅଥବା ହେୟ ମନେ କରେ ଜୀବନ ବାଜି ରେ ସେ ନିଶ୍ଚିତ ହାରିଯାଏ I ତେଣୁ ଏତିକି ବୁଝିବା ଉଚିତ୍ " ସଂଘର୍ଷ ହିଁ ସଫଳତାର ମୂଳମନ୍ତ୍ର I "


Rate this content
Log in

Similar oriya story from Inspirational