ଫ୍ରେଣ୍ଡଶିପ୍
ଫ୍ରେଣ୍ଡଶିପ୍


ଫ୍ରେଣ୍ଡଶିପ୍ ଶବ୍ଦ ଟି ଭାରି ମିଠା ଲାଗେ କାରଣ ଏଥିରେ ସାତ ରଙ୍ଗ ବୁଣି ହୋଇ ଥାଏ । ପଞ୍ଚ ଇନ୍ଦ୍ରିୟର ଆବେଗ ମିଶି ଥାଏ । ହେଲେ ବେଳେ ବେଳେ ବଡ କଷ୍ଟ ବି ଦେଇଥାଏ...ମନେ ପଡେ ପିଲାବେଳୁ ଭଲ ପାଇବାର ରଙ୍କୁଣିଟେ ଥାଏ ।
ସେଥିପାଇଁ ବୋଧେ (badhe) କାହାର ମିଠା କଥାଟେ ଶୁଣି ବି ତାକୁ ଆପଣାର ଭାବି ବସେ ।ଆଗ ପଛ କିଛି ନ ବୁଝି ସାଙ୍ଗ କରି ନିଏ ।ଫ୍ରେଣ୍ଡଶିପ୍ ଗୋଟେ କର୍ତ୍ତବ୍ଯ ବୁଝି ନିଏ ଆଉ ଭାବେ ଜୀବନ ଥିବା ଯାଏ ଫ୍ରେଣ୍ଡଶିପ୍ ର ମାନ ରଖିବି ।
ହେଲେ ସମୟ ଚିହ୍ନାଏ ଆଉ କିଛି କାରଣ ସବୁ ସାଙ୍ଗ ,ସାଙ୍ଗ ହୋଇ ନ ଥାନ୍ତି ! ପ୍ରକୃତ ସାଙ୍ଗ ତ ବିପଦ ବେଳ ହିଁ ।ଆଉ ସବୁ ତ ସ୍ୱାର୍ଥ ପାଇଁ ।......