Satyanarayan Sahoo

Abstract Horror Tragedy

3  

Satyanarayan Sahoo

Abstract Horror Tragedy

ସମ୍ପର୍କର ନୂଆ ମୁଁହ

ସମ୍ପର୍କର ନୂଆ ମୁଁହ

2 mins
210


ସମ୍ପର୍କ ଟିଏ ଗଢି ତୋଳିବା ବେଳେ ଅଜାଣତରେ କେଉଁ କେଉଁ ସବୁ ସମସ୍ୟା ଉପରେ ଅନୁଧ୍ୟାନ କରାଯିବ ବୋଲି ଆଶା କରାଯାଉଛି ଏଠାରେ ଜଣାଶୁଣା ଅଭିନେତା ଅଭିନୟ ଛଳ ରେ ପ୍ରଦର୍ଶନ କରୁ ଥିବା ତଥା ଅନ୍ୟାନ୍ୟ ଅଞ୍ଚଳରେ ଅବସ୍ଥିତ ପରିବେଶ ପ୍ରତି ଅନୁରାଗ ଥିବା ସ୍ଥାନ ମାନ ଙ୍କ ରେ ବସ ବାସ କାରୀ ମାନଙ୍କ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ ନ କରି ତାଙ୍କ ସହିତ ଜଡିତ ଥିବା ପରିବାର ଲୋକ, ଓ ଅନ୍ୟ ମାନଙ୍କ ଈର୍ଷା ର ଶିକାର ହେବାକୁ ପଡ଼େ ।  ସପ୍ତଦଶ ଶାବ୍ଦୀରେ। ଜଣେ ଜଣାଶୁଣା ଆୟୁର୍ବେଦିକ ଚିକିତ୍ସକ ଔଷଧ ନେଇ ଏକ ଦୂର ବଜାର ଅଞ୍ଚଳ କୁ ଯିବା ପରେ ଧିରେ ଧିରେ ତାଙ୍କ ର ପ୍ରସିଦ୍ଧି ଓ ଜନପ୍ରିୟତା ହାସଲ କଲେ । କାରଣ ତାଙ୍କ ଔଷଧ ନେଇ ଅଧିକ ରୁ ଅଧିକ ଚମତ୍କାରିତା ପ୍ରଦର୍ଶନ ବଢ଼ିବଢ଼ି ଚାଲି ଥାଏ । ଯାହାର ପ୍ରଭାବରେ ଲୋକେ ଭୂତ, ଡାହାଣୀ,ବେତାଳ, ପିଶାଚ ଆଦି ଗ୍ରସ୍ତ ଲୋକ ମଧ୍ଯ ଚିକିତ୍ସା ହେଇ ଶିଘ୍ର ସୁସ୍ଥ ହୋଇ ଉଠୁ ଥାଆନ୍ତି । ପ୍ରାୟତଃ ସବୁ ସମସ୍ୟା ଓ ସବୁ ଶ୍ରେଣୀୟ ଲୋମାନଙ୍କ ବିଭିନ୍ନ ପ୍ରକାରର ବୈଷୟିକ ଚିକିତ୍ସା ପାଇଁ ତାଙ୍କ ଔଷଧ ଦରକାର ପଡେ । ଏଣୁ ଦିନକୁ ଦିନ ବଢୁଥିବା ଦୁର୍ଘଟଣା ବିପାକ ଯନ୍ତ୍ରଣା ପାଇଁ ମଧ୍ୟ ଏଭଳି ଔଷଧ ଦରକାର ପଡେ ।

ଫଳତଃ ସେ ସେଠାରେ ବହୁ ପରିମାଣ ଅର୍ଥ ଉପାର୍ଜନ କରନ୍ତି । ଦୁଷ୍ଟ ଓ ଖଣ୍ଟ ମାନେ ଏଥି ପାଇଁ ତାଙ୍କ ଉପରେ ନଜର ରଖିବାରେ ଲାଗି ପଡିଛନ୍ତି । ସେମାନେ କୁଟ କପଟ ସ୍ବଭାବ ରେ ଅତ୍ୟନ୍ତ କୁଟିଳ ଏବଂ ଭୟଙ୍କର ପ୍ରକୃତି ଧାରୀ । ଧୀରେ ଧୀରେ ଖଣ୍ଟ ମାନେ ଔଷଧ ନେବା। ବାହାନାରେ ତାଙ୍କ ସହିତ ମିଶି ସମ୍ପର୍କ ସ୍ଥାପନ କରି ବରେ ଲାଗି ପଡିଛନ୍ତି । ପରେ କ୍ରମେ ତାଙ୍କର ଅତି ଆପଣାର ଓ ପ୍ରିୟ ହେଇଗଲେ । ଏହାପରେ ଆସ୍ତେ ଆସ୍ତେ ତାଙ୍କ ସମ୍ପର୍କିତ ସମସ୍ତ ପ୍ରକାରର ବିଷୟ ଓ ତଥ୍ଯ ଆଧାରିତ ସୂଚନା ପ୍ରାପ୍ତ ହୋଇ ସାରିବା ପରେ ଦିନେ ଦୂର ବଜାର ଅଞ୍ଚଳ ରେ ଥିବା ନିଛାଟିଆ ଜମି ରେ ତାଙ୍କ

ହତ୍ୟା କରିବା ର ଷଡଯନ୍ତ୍ର ରଚନା କଲେ । ଶେଷ ରେ ଦିନେ ସେଇ ସୁଦିନ ଆସିଲା , ସେ ସେହି ଖଣ୍ଟ ଓ  ସଠ ମାନଙ୍କ ସହିତ ଜଡିତ ଥିବା ବେଳେ ଅଚାନକ ଆକ୍ରମଣର ଶିକାର ହୋଇ ଶେଷକୁ ପ୍ରାଣ ତ୍ୟାଗ କଲେ । ତାଙ୍କ ମୃତ୍ୟୁ ସମୟ ରେ ହତ୍ୟା କାରୀକୁ ଦେଖି ତାଙ୍କ ପଟି ରୁ କଥା ପଦିଏ ମାତ୍ର ବାହାରି ଗଲା - ଆହା , ସମ୍ପର୍କର ନୂଆ ମୁଁହ 


Rate this content
Log in

Similar oriya story from Abstract