STORYMIRROR

Basanti Parida

Abstract

2  

Basanti Parida

Abstract

ସମ୍ପର୍କ

ସମ୍ପର୍କ

1 min
584

ଭଲ କଥା ବୁଝାଇ ବାକୁ ଯାଇ ବଡ଼ ନାନୀ ଭିଣୋଇ ଙ୍କ ଠୁ ବହୁତ ମାଡ଼ଖାଇଛି। କିଛି ଗୋଟେ ବୁଝେଇ ବୁଝେଇ, ବୁଝେଇ ନ ପାରିଲେ ମା ମୁହଁ ମୋଡ଼ଦିଏ ମୋ ବାବାଙ୍କୁ। ମୁଁ ମୋ ସ୍ଵାମୀ ଙ୍କୁ ବୁଝେଇ ବାକୁ ଚାହିଁଲି ନାହିଁ। କାହିଁକି ନା ସମ୍ପର୍କ ଖରାପ ହୋଇ ଯିବାର ଡର ଥିଲା।

ପରେ ପରିସ୍ଥିତି ଏପରି ଖରାପ ହେଲା ଯେ, ତା ପ୍ରଭାବ ରେ ସମ୍ପର୍କ ଆପେଆପେ ଖରାପ ହେଇଗଲା

ଶୁଣି ଥିଲି ସମ୍ପର୍କ ର ଡୋର ଛିଡି଼ଯାଏ, ଭଲପାଇବା ନ ଥିଲେ

କିନ୍ତୁ କାହାକୁ ଭଲ ପାଇବାକୁ ଯାଇ, ତା ମନରେ ଦୁଃଖ ନଦେଇ, ତା ଇଚ୍ଛା ଅନୁସାରେ ଚଳି, ଅନ୍ଧରି ଦୁନିଆରେ ହଜି ଯିବା ଅପେକ୍ଷା, ମୋତେ ଆଜି ଲାଗୁଛି, ମାଡ଼ ଖାଇବା ଭଲ ,ମୁହଁ ମୋଡିବା ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract