Jasbin sabar

Inspirational Others Children

3  

Jasbin sabar

Inspirational Others Children

ଶିକ୍ଷକଙ୍କ ପ୍ରତି ଭକ୍ତି

ଶିକ୍ଷକଙ୍କ ପ୍ରତି ଭକ୍ତି

1 min
219



  *ଏକଦା ବିଦ୍ୟାଳୟରେ କୈାଣସି ଜଣେ ଶିକ୍ଷକ ଏହି ବାଳକଙ୍କୁ ଭଲ ପୋଷାକ ପରିଧାନ କରି ଆସିବାକୁ କହିଥିଲେ । ଏହି ବାଳକ କହିଲେ— “ଆପଣଙ୍କ ଆଦେଶ ମୁଁ ପାଳନ କରିବି, କିନ୍ତୁ ଯଦି କୌଣସି ଦିନ ଭୁଲ୍ ହୁଏ ସେଦିନ କ'ଣ ହେବ ?” ଅର୍ଥାତ୍ ଭୁଲିଯାଇ ଏହି ଆଦେଶ ଅମାନ୍ୟ କରାହେଲେ ଗୁରୁଭକ୍ତିର ଲଘୁତା ହେତୁ ଅପରାଧ ହେବ । ଶିକ୍ଷକ ମଧ୍ୟ ଉତ୍ତର ଦିଅନ୍ତି ନାହିଁ, ଏହି ବାଳକ ମଧ୍ୟ ଛାଡି଼ବାକୁ ପ୍ରସ୍ତୁତ ନୁହଁନ୍ତି । ଶେଷରେ ଶିକ୍ଷକ କହିଲେ— “ଭୁଲ୍ ହେଲେ ତୁମର ଦୋଷ ହେବ ନାହିଁ ।” ସେତେବେଳେ ଏହି ବାଳକ ଶାନ୍ତ ହେଲେ । ଏହିରୂପେ ପ୍ରାଣପଣେ ଏହି ବାଳକ ଗୁରୁବାକ୍ୟ ପାଳନ କରିବା ପାଇଁ ଚେଷ୍ଟା କରୁଥିଲେ ।•*


•{ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର,ପୃଷ୍ଟା-୨୮ }•


Rate this content
Log in

Similar oriya story from Inspirational