padmaja pati

Abstract

2  

padmaja pati

Abstract

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
445


ନିଦରେ ଶୋଇ ସ୍ବପ୍ନ ଦେଖୁଥିଲା ମୁନା l ଠାକୁରାଣୀଟିଏ ପରି ଦିଶୁଥିବା ସ୍ତ୍ରୀ ଲୋକଟିଏ ତା ' ମୁଣ୍ଡ ଆଉଁସି ଦେଉଛି ଓ ତାକୁ କହୁଛି ମୋର ଯିବା ସମୟ ଆସିଗଲା l ଆଗ ଭଳି ତୁ ଦୁଷ୍ଟ ହେବୁନି, ସାଙ୍ଗମାନଙ୍କୁ ଆଉ ହଇରାଣ କରିବୁନି କି ମାଆ, ବାପାଙ୍କ ଅବାଧ୍ୟ ହେବୁନି l ମନଦେଇ ପାଠ ପଢ଼ିବୁ l ହଠାତ ବାଣ ଶବ୍ଦ ଶୁଣି ତା'ର ନିଦ ଭାଙ୍ଗିଗଲା l ସେ ନିଦରୁ ଉଠି ବସିଲା l ନୂଆ ବର୍ଷକୁ ସ୍ୱାଗତ କରିବାପାଇଁ ସେ ଚାହିଁ ବସିଥିଲା l କିନ୍ତୁ କେତେବେଳେ ତାକୁ ନିଦ ହୋଇଗଲା ସେ ଜାଣିନି l ତା ' ହେଲେ ପୁରୁଣା ବର୍ଷଟା କ'ଣ ତା ' ଠାରୁ ବିଦାୟ ନେବାକୁ ଆସିଥିଲା ?


Rate this content
Log in

Similar oriya story from Abstract