STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ସେ ସମୟ ଆଉ ନାହିଁ -ରୀତା

ସେ ସମୟ ଆଉ ନାହିଁ -ରୀତା

1 min
520

ଏମିତି ଶୀତ ସକାଲରେ ଆମେ ଆଗ କେତେ ବୁଲୁଥିଲୁ। ବାହାଘର ଆଗରୁ ସେ ବି ମତେ ବହୁତ ବୁଲେଉଥିଲେ। କେତେ ମଧୁର ମଧୁର ଅନୁଭୂତି ଅଛି। ଏଇ ଶୀତ ଋତୁ ମନ ମୋହକ ଅନୁଭୂତି ସବୁ ଅଛି। ସେଇ ଶୀତ ସକାଳେ ମତେ ଚମେକେଇଦେଵ ବୋଲି କେଉଁଠୁ ଗୋଟିଏ ଡାଳିଆ ଫୁଲ ତୋଳି ଆଣିଥିଲ। ଏମିତି ଏମିତି ଦିନ ବିଟୁଛି। ସେ ତ ନିଜ ଖାଇବା,ଟିଭି ଦେଖିବା ସବୁ ଭୁଲିଗଲେଣି। ମୁଁ ମନେ ଅଛି ବୋଲି ମୁଁ ଖୁସି ମତେ ତ ସେ ଭୁଲି ନାହଁନ୍ତି। ମତେ ଆଉ କଣ ଦରକାର।

ମୁଁ ତାଙ୍କ ମାହୋଲ ବି ଵଦଲେବାକୁ ଚେଷ୍ଟା କରିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract