SACHALA GURU

Abstract

4.0  

SACHALA GURU

Abstract

ପ୍ରକୁତି ଓ କାଶତଣ୍ଡି

ପ୍ରକୁତି ଓ କାଶତଣ୍ଡି

1 min
165



  •    ବର୍ଷକ ବାର ମାସ ଛଅ ଟି ଋତୁ !ଏହି ଋତୁ ଚକ୍ର 
  • ଗୋଟେ ପରେ ଗୋଟେ ଧରା ପୃଷ୍ଟ କୁ ଆଗମନ କରନ୍ତି !
  • ସେହିପରି ଗ୍ରୀଷ୍ମ ଋତୁ ର ଶେଷ ପରେ ପରେ ବର୍ଷା ଋତୁ 
  • ଆଗମନ କରେ !ବର୍ଷା ଋତୁ ର ଶେଷ ଅନ୍ତେ ଆଗମନ କରେ ଶରତ ଋତୁ !ଏହି ଋତୁ ରେ ନିର୍ମଳ ଆକାଶ ପରିପୂର୍ଣତା ହୋଇଥାଏ !
  •       ଆକାଶ ରେ ଧଳା ବାଦଲ ର ଖଣ୍ଡ ଭାସି ଭାସି ଚାଲିଥାଏ !କାଶତାଣ୍ଡି ଫୁଲ ଦର୍ଶକ ମାନଙ୍କର ମନ ହରଣ କରିଥାଏ !ଏହା ଆଶ୍ୱିନ ମାସରେ ମା ଜଗତ ଜନନୀ ବିଶ୍ୱ କଲ୍ୟାଣ ମୟୀ ଦୁର୍ଗା ଙ୍କ ପୂଜା ମହା ସମାରୋହ ପାଳିତ ହୋଇଥାଏ !
  •       ମା ଧରଣୀ ରାଣୀ ପ୍ରକୁତି ର ସୌନ୍ଦର୍ଯ୍ୟ ଶଷ୍ୟ ଶ୍ୟାମଳା ରେ ପରିପୁର୍ନତା ଭାରି ଥାଏ !ତାହାଠାରୁ କାଶ ତଣ୍ଡିର ଅପୂର୍ଵ ଝଲକ ଜନସମାଜ କୁ ଆକର୍ଷଣୀୟ କରିଥାଏ !ନଦୀକୁଳ ମାନଙ୍କରେ କାଶ ତଣ୍ଡି ର ସୌନ୍ଦର୍ଯ୍ୟ ରାଶି ଅତ୍ୟନ୍ତ ମନ ମୁଗ୍ଧକରି ହୋଇଥାଏ!
  • ଗାଳ୍ପିକା



Rate this content
Log in

Similar oriya story from Abstract