STORYMIRROR

Priyaranjan Biswal

Abstract Fantasy Others

2  

Priyaranjan Biswal

Abstract Fantasy Others

ପ୍ରିୟ ହୃଦୟ କଥା- ୨୦

ପ୍ରିୟ ହୃଦୟ କଥା- ୨୦

1 min
205


    ଯଦି ଆପଣ ନୀତି, ଧର୍ମ ଓ କର୍ମକୁ ସଫଳତା ପୂର୍ବକ ପାଳନ କରିବେ ତେବେ ବିଶ୍ୱର କୌଣସି ବି ଶକ୍ତି ଆପଣଙ୍କୁ ପରାଜିତ କରିପାରିବ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ମହାଭାରତର ଯୁଧିଷ୍ଠିର। 


     

     ଅନେକ ଅତ୍ଯାଚାର, ଶୋଷଣ ଓ ଦୁଃଖର ବଶବର୍ତ୍ତୀ ହେବା ପରେ ମଧ୍ଯ ଯୁଧିଷ୍ଠିର ଓ ପାଣ୍ଡବମାନେ କେବେ ସତ୍ଯ ଓ ଧର୍ମ ପଥରୁ ବିମୁଖ ହୋଇନଥିଲେ। ସେମାନେ ନିଜର ନୀତି, ଧର୍ମ ଓ କର୍ମକୁ ସଫଳତା ପୂର୍ବକ ପାଳନ କରିଥିବାରୁ ଅନେକ କଷଣ ସହିବାକୁ ଓ ସଙ୍ଘର୍ଷ କରିବାକୁ ପଡିଥିଲେ ମଧ୍ଯ ଶେଷରେ ବୀଜୟ ମଣ୍ଡିତ କେବଳ ଆଉ କେବଳ ସେହି ପାଣ୍ଡବ ମାନେ ହିଁ ହୋଇଥିଲେ। ତେଣୁ ଏବେ ବାସ୍ତବ ବିଚାର ଆପଣଙ୍କର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract