STORYMIRROR

SACHALA GURU

Drama

3  

SACHALA GURU

Drama

ପ୍ରିୟ ଚଳଚିତ୍ର ବ୍ୟକ୍ତିତ୍ୱ

ପ୍ରିୟ ଚଳଚିତ୍ର ବ୍ୟକ୍ତିତ୍ୱ

2 mins
185

      ମନୁଷ୍ୟ ଜୀବନ ପ୍ରତ୍ୟେକ ଟି ମୁର୍ହୁର୍ତ ସମୁଦ୍ର ଲହଡି 

ପରି କେତେ ବେଳେ ଜୁଆର ତ କେତେବେଳେ ଭଟ୍ଟା ରେ 

ପରିଣତ ହୁଏ !ମୋର  ମନରେ ଜଣେ କଳାକାର ହେବାର ଆଶା ଥିଲା !ମୁଁ ଏହି କଥା ଭାବି ଭାବି ରହି ଥିଲି ମଧ୍ୟତାହା 

ପରିପୂରଣ କରିପାରନଥିଲେ !

     ଥରେ ହଠାତ ମୋର ପି,ଏଚ.ଡି. ପରୀକ୍ଷା  ଦେବାପାଇଁ  ମୁମ୍ବାଇଯିବାକୁ ପଡ଼ିଲା ! ମୁମ୍ବାଇ ରେ ରହି ପଢ଼ା ପଢି କରି  ପରୀକ୍ଷା ଦେଲି !ଆଉ ଚାରି ଦିନ ରହି କରି ବୁଲିଲି ଏହିପରି 

ହଠାତ ସୁଶାନ୍ତ ସିଂ ରାଜପୁତଙ୍କ  ସହ ମୋର ଦେଖା ସାକ୍ଷାତ ହେଲା !ତାଙ୍କ ସାଙ୍ଗରେ ମୋର ପ୍ରଥମ ଦେଖାରେ ଭଲ ବନ୍ଧୁତା

ସୃଷ୍ଟି ହେଲା !

  •     ତା'ପରେ ମୋତେ କହିଥିଲେ,ମୋର ବସାକୁ ବୁଲି ଯିବେ ବୋଲି !ମୁଁ ତାଙ୍କ କହିବାଅନୁସାରେ ସୁଶାନ୍ତସିଂଙ୍କ ବସାକୁ ବୁଲିଯାଇଥିଲି l ଦୁଇଜଣ ମିଶି ଲୁଡୁ ଖେଳିଲୁ ହଠାତ ମୋର ଦୃଷ୍ଟି ଶବଦାହ ଖୋଳ (କଫିନ )ଉପରେ ପଡିଲା l ମୁଁ ଆଚର୍ଯ୍ୟ ହୋଇ ସୁଶାନ୍ତସିଂ ଙ୍କୁ ପଚାରିଲି ଏହି ଶବଦାହ ଖୋଳଟି ଘର ଭିତରେ କାହିଁକି ରଖିଛ? ସେ ମୋତେ ସେହି ଖୋଳ ଭିତରେ ଥିବା ପୁରସ୍କାର ଗୁଡିକୁ ଦେଖାଇଲା l ମୁଁ କହିଲି ତୁମେ ପୁରସ୍କାର ଗୁଡିକ ସୁନ୍ଦର ଭାବରେ ସଜାଇ ନରଖି ଏହି ଖୋଳ ଭିତରେ କାହିଁକି ରଖିଛ? ମୋର କଥାର ଉତ୍ତରରେ ସୁଶାନ୍ତ ସିଂ କହିଥିଲେ ଯେ ମୋ ମନରେ ଗର୍ବ ଅହଂକାର ନ ଆସୁ l ସଫଳତା ଯେପରି ମୋର ମୁଣ୍ଡ ଉପରେ ଚଢି ନ ଆସୁ l ସେ କହିଲା ମଣିଷ ଦିନେ ନା ଦିନେ ଦେହତ୍ୟାଗ କଲେ ଏହି ଶବଦାହ ଖୋଳ ଭିତରେ ରଖି ସ୍ମଶାନ ଭୂମି କୁ ନେଇ ଯିବି l ତାହା ସହିତ ଧନ ସମ୍ପତ୍ତି, ଯଶ ଗୌରବ ଓ ପୁରସ୍କାର କିଛି ଯିବ ନାହିଁ l 
  •                 ସେଵେଶୀ ବେଶୀ ଗରିବ ପିଲାମାନଙ୍କୁ ସାହାଯ୍ୟ କରୁଥିଲା ନିଜ ହାତ ରେ ଖୁଆଇ ଦେଉଥିଲା l ଦୁଇଜଣ ପିଲାଙ୍କୁ ପାଠ ପଢାଇ ନାସା କୁ ପଠାଇଥିଲା l ତାର ସ୍ବପ୍ନ ଥିଲା ଶହେ ଗରିବ ପିଲାଙ୍କୁ ନିଜ ଖର୍ଚ୍ଚରେ ଚନ୍ଦ୍ରପୃଷ୍ଠ କୁ ଯିବାର ଥିଲା l ପ୍ରଥମ ଭାରତୀୟ ଅଭିନେତା ହିସାବରେ ଚନ୍ଦ୍ର ରେ ଜାଗା କିଣି ପାରିଥିଲା ସେ ଶିବ ଭକ୍ତ ଥିଲା l ପ୍ରତି ମୁହୁର୍ତରେ ମହାମୃତୁଞ୍ଜୟ ମନ୍ତ୍ର ଜପ କରୁଥିଲା l ସୁଶାନ୍ତ ର ଅସାଧାରଣ ପୂର୍ଣ୍ଣବ୍ୟକ୍ତିତ୍ୱ ଥିଲା l ଏହି କମ ବୟସରେ ଯେଉଁ ମହତ ପୂର୍ଣ୍ଣ କର୍ମ କରିଗଲା ତାହା ପ୍ରତ୍ୟେକଙ୍କ ହୃଦୟରେ ଆମର ହୋଇ ରହିଗଲା l ତାହାର ଆବେଗ ଭରା ମାଧୁର୍ଯ୍ୟ ପୂର୍ଣ୍ଣ ମୁଖ ମଣ୍ଡଳ ଝଲସୁଥିଲା ମନର କଷ୍ଟ କୁ କଷ୍ଟ ନ ଭାବି ଜୀବନର ଗତି ପଥକୁ ସରସ ସୁନ୍ଦର ମଧୁମୟ କରିବାକୁ ଚେଷ୍ଟା ଚଳାଇଥିଲା l ମୋପାଇଁ ସୁଶାନ୍ତ ଭାଇଙ୍କ ଆଦର୍ଶ ଭରା ପେରଣl ଶିକ୍ଷଣ ହୋଇ ରହିଗଲା  l


 



Rate this content
Log in

Similar oriya story from Drama