Ashis Kumar Swain

Inspirational

5.0  

Ashis Kumar Swain

Inspirational

ପରିବାର

ପରିବାର

1 min
304


ହସ ଖୁସିରେ ଘରେ ଖେଳୁଥାଏ , ବୁଲୁଥାଏ, ନାଚୁଥାଏ ଓ ଥଟା ମଜା ସହ ଝଗଡ଼ା ବି କରୁଥାଏ । କୌଣସି ବିପଦଜନକ ଘଟଣାଟି ଘଟିଲେ ମୋ ମୁଣ୍ଡ ଉପରେ ସଦାସର୍ବଦା ଚଳନ୍ତି ଠାକୁର ବାପା ବୋଉଙ୍କର ଆଶୀର୍ବାଦ ହାତଟି ଥୁଆ ହୋଇଥାଏ । ଆମ ଘରଟି ଗଢା ମୁଁ, ବାପା, ବୋଉ ଓ ଭଉଣୀ ଚାରି ପ୍ରାଣୀକୁ ନେଇ । ସମସ୍ତେ ଏକ ପବିତ୍ର ସୁନ୍ଦର ସମ୍ପର୍କ ରଜ୍ଜୁରେ ବନ୍ଧା । କେହି କାହାକୁ ଗୋଟେ ମୁହୂର୍ତ୍ତ ଛାଡିକି ରହିପାରନ୍ତି ନାହିଁ । ସମସ୍ତେ ସମସ୍ତଙ୍କୁ ଝୁରି ହୁଅନ୍ତି । ପ୍ରତିଟି କାର୍ଯ୍ୟରେ ସାହାର୍ଯ୍ୟର ହାତ ପରସ୍ପର ପ୍ରତି ବଢେଇଦିଅନ୍ତି । କାରଣ ଆମେମାନେ ଭଲରେ ବୁଝିଛୁ ଜାଣିଛୁ; ଯେତେବେଳେ ସାରା ଦୁନିଆଁ ଠକି ଦିଏ ସେତେବେଳେ ହିଁ ଏକ ମାତ୍ର ସାହା ଭରସା ପରିବାର ।



Rate this content
Log in

Similar oriya story from Inspirational