Reeta aparajeeta Mohanty

Inspirational

5.0  

Reeta aparajeeta Mohanty

Inspirational

ନୂଆ ସକାଳ

ନୂଆ ସକାଳ

1 min
616


ନୂଆ ନୂଆ ଆଜି ସବୁ ଲାଗେ। ମା ଦଶଭୁଜା ଆସିଛନ୍ତି ଧରା କୁ ଆକାଶ ପୃଥିବୀରେ ସବୁଠି ଆନନ୍ଦ ର ଭାଵ।ଶରତ ଋତୁରେ ସବୁଠି କାଶ ଫୁଲ ପବନରେ ଦୋଳି ଖେଳୁଛି। ଘର ବାହାର ସବୁ ଆଡେ ଘଣ୍ଟ ଘଣ୍ଟା ର ଶବ୍ଦ ଶୁଭୁଛି।ମାଙ୍କ ଆଗମନ ରେ ସବୁଠି ଆଲୋକ ର ମାଳା। ନେହା ବି ତା ଦୁଃଖ ର ଗଣ୍ଠିଲି କୁ ମାଙ୍କ ପାଦ ତଳେ ଅର୍ପଣ କରିଦେଇଛି। ତାର ଭରସା ଅଛି।ସେ ଏଥର I A S ପରୀକ୍ଷା ରେ କୃତକାର୍ଯ୍ୟ ହେବ।

ତା ଘର ର ଦୁଃଖ ସବୁ ଘୁଞ୍ଚିଯିବ। ସାନ ଭାଇ ଭଲରେ ପଢିବ।ମାଙ୍କ ଚିକିତ୍ସା ର ବ୍ୟବସ୍ଥା ବି ଭଲଭାବରେ ହେବ। ଏଇ ଆଶାର ଆଲୋକ ମଣିଷ ର ସବୁ କିଛି ବଦଳେଇ ଦିଏ। ସେ ବିଶ୍ୱାସ ନେଇ ନେହା ବି ସୁନ୍ଦର ସୁଖୀ ଜୀବନର ସ୍ୱପ୍ନ ଦେଖେ।ହୁଏତ ଆସୁଥିବା ସମୟ ତା ଭାଗ୍ୟ ବଦଳେଇ ଦେଇ ପାରେ।----



Rate this content
Log in

Similar oriya story from Inspirational