Sameer Kanhar

Abstract Comedy Action

3.3  

Sameer Kanhar

Abstract Comedy Action

ନଟିଆର ସଚେତନ

ନଟିଆର ସଚେତନ

2 mins
385


ଲୋକ ଡାଉନ୍ ରେ ଅଜା ଓ ନଟିଆ କିପରି ପରସ୍ପର ଉପରେ ନଜର ରଖିଥାନ୍ତି। ସେ ଉପରେ ନଟିଆ ଓ ଅଜା ର ଆଲୋକ ପାତ।     ନଟିଆ ଓ ଅଜା ର କରନା ଉପରେ ଆଧାରିତ କରନା ସମୟରେ କିଏ କାହାକୁ ଛୁଇଁବା ନାହିଁ। ୨ ଗଜ ଦୂରତା ରକ୍ଷା କରିବା କଥା କରନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ହେଲେ ପରସ୍ପର ଠାରୁ ଦୁରେଇ ରହିବା ଦରକାର। ପୁଣି ଲୋକ ଡାଉନ୍ ସମୟ ରେ କିଏ ଯଦି ବାହାରକୁ ଯାଇ ସେ ପୁଣି ମାସ୍କ୍ ମୁହଁରେ ବ୍ୟାବାହାର କରିବା ତାସହ୍ ପୁଣି ବାରମ୍ବାର ହାତ ଧୁଇବା ଦରକାର ଜ ଗହଳି ଜାଗା ରେ ନିଜକୁ ଦୁରେଇ ରଖିବା କୁ ହେବ। ପୁଣି ଲୋକ ଡାଉନ୍ ସମୟ ମଧ୍ୟରେ କିଏ କୁଆଡେ ଯିବା ବାରଣ ଚାରିଆଡ଼େ କରନା କାୟା ମେଳାଇଛି। ତେଣୁ ଘରୁ ବାହାରକୁ ଯିବା ନାହିଁ। ଯାହା ଦରକାର ତାହା ଫୋନ୍ ରେ ଆଣି ପରିବା ନଟିଆ ଓ ତା ସାଙ୍ଗ ଗେନ୍ଧୁ କଥା ହେଉ ଥାନ୍ତି। ପୁଣି ଗେନ୍ଦୁ କହୁଛି ନଟିଆ ଆମ ଘରକୁ ମାେ କାକା ସୂତତ୍ ରୁ ଘରକୁ ଫେରିଲେ ତୁ ଆସେ କାକା ବଡିଆ ବଡ଼ିଆ ଖେଲୋଣା ଆଣିଛନ୍ତି ମିଶିକି ଖେଳିବା। ଅଜା ସବୁ କଥା ଶୁଣି ଥାଏ ନଟିଆ ଦୀରେ ଧୀରେ ଘରୁ ଲୁଚି ଲୁଚି ବାହାରୁ ଥାଏ । ଠିକ୍ ସମୟରେ ଅଜା ଆସି ଠିଆ ହୋଇଥାଏ। ଯାହା ଦରକାର ତୁ ଫୋନ୍ ସାହାଯ୍ୟ ରେ କହ ସେ ଦେ ତୁ କୁଆଡେ ଯିବା ଦରକାର ନାହିଁ।ନଟିଆ ମନ ଭରି ଦୁଃଖ କାହିକି ତା ସାଙ୍ଗ ସହ ୭ ମାସ ହେଲାଣି ଦେଖା ହେଇନି । ତା ସାଙ୍ଗକୁ ଗେଣ୍ଡ ଘରକୁ ତା କାକା ଆସିଚି ସେ ପୁଣି ଘରେ ଅଛି ନା ଯିବା ବାରଣ ତାକୁ କହ। ସେ କାକା କୁ କହିବା ଜେ ଓଡ଼ିଶା ସରକାର କରିଥିବା କ୍ୟାମ୍ପ ରେ ସେ ୨୮ ଦିନ ପରେ ଘରକୁ ଆସି ବୋଲି କହ। ଏହି ଲୋକ ଡାଉନ୍ କିପରି ସୁରକ୍ଷା ରହିବେ ଓ କିଏ କାହା ଘରକୁ ଯିବେ ନାହିଁ। ତା ର "ବ୍ୟଙ୍ଗଚିତ୍ର" ମଧ୍ୟମ ରେ ଉଭୟ ନିଜର ସୁରକ୍ଷା ସହିତ ଅନ୍ୟ ମଦ୍ୟ ସୁରକ୍ଷା ରହିବେ ନାଟିଆ ଓ ଦେନ୍ଦୁ ମାଧ୍ୟମରେ ଲୋକମାନଙ୍କୁ ସୁରକ୍ଷା ପାଇଁ ଉପଯୋଗୀତା ଅଛି। ଏଣୁ "ଘରେ ରୁହନ୍ତୁ ଓ ସୁରକ୍ଷା ରୁହନ୍ତୁ "                  'ବନ୍ଦେ ଉତ୍କଳଜନନୀ' ।


Rate this content
Log in

Similar oriya story from Abstract