The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ନିରୁତ୍ତର

ନିରୁତ୍ତର

1 min
499



ଆମ ଦୁବାଇରେ ବାହାରେ ସୁ ସୁ କଲେ ପୋଲିସ୍ ଅଙ୍କଲ୍ ହାଣ୍ଡକପ୍ ପକେଇନେଇଯିବେ l ଆଉ ଏଠି ତ ପୋଲିସ୍ ଅଙ୍କଲ୍ ବାହାରେ ସୁ ସୁ କରୁଛନ୍ତି ! ସିଏ ତ ନିଜେ ଭୁଲ କରୁଛନ୍ତି l


ଆଉ ମୋତେ କଣ ପନିସମେଣ୍ଟ୍ ଦେବେ?


ଦୁବାଇରେ ରହୁଥିବା ପାଞ୍ଚ ବର୍ଷର ନାତି ମୋର ଆସିଥିଲା, ଆମ ପାଖକୁ ବୁଲିବା ପାଇଁ ତା ବାବା ଆଉ ମାଆ ସାଙ୍ଗରେ l ଦୁଷ୍ଟ ହେଲେ ଆମେ ତାକୁ ପୋଲିସ୍ ଭୟ ଦେଖାଉ l କିନ୍ତୁ ଏଥର ସେ ଚୁପ୍ ରହି ନ ଥିଲା l ଅଥଚ ତାର କଥା ଆମକୁ ଚୁପ୍ କରେଇ ଦେବା ପାଇଁ ଯଥେଷ୍ଟ ଥିଲା l



Rate this content
Log in

More oriya story from Rasmi Rekha Tripathy

Similar oriya story from Inspirational