STORYMIRROR

CHITTARANJAN DEHURY

Abstract Classics Inspirational

2  

CHITTARANJAN DEHURY

Abstract Classics Inspirational

ମୁଁ କେମିତିକା ଓଡ଼ିଆ ପିଲା...

ମୁଁ କେମିତିକା ଓଡ଼ିଆ ପିଲା...

1 min
128


     ମୋ ଦିନଚର୍ଯ୍ୟା ଇଂରାଜୀରୁ ଆରମ୍ଭ ହୋଇ ଇଂରାଜୀରେ ସରେ । ଦିନେ " ଶୁଭ ସକାଳ " ବାର୍ତ୍ତା ପଠେଇ ସମାଲୋଚନାର ଶିକାର ହୋଇ ନିଜକୁ ନିଜେ ପଚାରିଲି - " ମୁଁ କ'ଣ ସତରେ ଓଡ଼ିଆ...??? ଜାପାନ, ଚୀନ ଭଳି ଦେଶ ପ୍ରମୁଖରେ ମାତୃଭାଷାକୁ ଯଥେଷ୍ଟ ସମ୍ମାନ ମିଳୁଥିବା ବେଳେ ମୋ ମାତୃଭାଷା କାହିଁକି ଅବହେଳିତ ? ଯେଉଁ ରାଜ୍ୟରେ ଭାଷାକୁ ମାତୃତ୍ବର ସମ୍ମାନ ମିଳିବା କଥା, ସେଇଠି ଏତେ ସଂଖ୍ୟକ ରାଜ୍ୟବାସୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ଓଡ଼ିଆରେ କଥାବାର୍ତ୍ତା ହେବାକୁ...??? କ'ଣ ଏଥିପାଇଁ ମୁଁ ଦାୟୀ ନୁହଁ...??? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract