Papu parida

Drama Others

4.0  

Papu parida

Drama Others

ମୋ ପାଉଣା ଦେ

ମୋ ପାଉଣା ଦେ

1 min
209


ରାକ୍ଷୀ ବନ୍ଧନରେ ଭଉଣୀ ଅତି ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ସାରିଲା ପରେ...

ଭଉଣୀ: (ହାତ ବଢ଼େଇ) ଭାଇ ମୋ ପାଉଣା?

ଭାଇ: ନେ କୋଡିଏ ଟଙ୍କା।

ଭଉଣୀ: ନା କୋଡିଏ ଟଙ୍କା ହବନି।

ଭାଇ: ହଁ! ୧୦ ଟଙ୍କାର ରାକ୍ଷୀ ଓ ପାଞ୍ଚ ଟଙ୍କାର ଲଡୁଟିଏ ପାଇଁ ଆଉ କେତେ ଖସେଇବୁ ବୋଲି ଭାବିଛୁ କି?

ଭଉଣୀ:ସେମିତି କହନା ରେ ପୁଅ । ଏ ରାକ୍ଷୀରେ ମୋର ଯେଉଁ ସ୍ନେହ ପ୍ରେମ ମମତା ତୋ ହାତରେ ବାନ୍ଧିଲି। ଜା! ମୁଁ ରାଗିଗଲି । ମୋ ସାଥିରେ ତୁ କଥା ହଅନା।

ଭାଇ : ଆଲୋ ଏ ଉଲି ରାଗିଗଲୁ ନାହିଁ। ତୋର ଏ ଅମୂଲ୍ୟ ଡୋରିର ମୂଲ୍ୟ କଣ ମୁଁ ଦେଇପାରିବି। ନା! ଖାଲି ତୋ ପାଖେ ପାଖେ ରହି ତୋତେ ସୁରକ୍ଷା ଦେବି। ଆଉ ବାକି ରହିଲା ପାଉଣା ତୋ ଆକାଉଣ୍ଟକୁ ପଠେଇ ଦେଇଛି ପାଞ୍ଚ ଶହ।

ଭଉଣୀ: ଭାଇ!

Background music (ଫୁଲୋ କା ତାରୋ କା ସବକା କେହନା ହେ।


ଭାଇ ଭଉଣୀଙ୍କ ରାଗ,ଅଭିମାନ,ସ୍ନେହ,ପ୍ରେମ ଓ ଝଗଡା ଉପରେ ଏକ ଛୋଟିଆ କାହାଣୀ ଟିଏ। ଭଲ ଲାଗିଲେ ମତାମତ ଟିଏ ଦେବେ।



Rate this content
Log in

Similar oriya story from Drama