STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ଡାଇରୀ-ସ୍ମୃତିର ରଙ୍ଗ

ମୋ ଡାଇରୀ-ସ୍ମୃତିର ରଙ୍ଗ

1 min
152

ଆପଣ ବି ମୋ ପରି ନା । ଆମେ ନିଜ ଘରେ ନିଜକୁ ଲକ ଡାଉନ କରି ରଖିଛୁ। ଏଇ କରୋନା ଭାଇରସ କବଳରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଏହା ଦ୍ୱାରା ସମାଜର ମଙ୍ଗଳ ହେଵ। ଏବେ ସାମାଜିକ ଦୂରତ୍ୱ ବଜାୟ ରଖି ନିଜକୁ ସୁରକ୍ଷିତ ରଖି ଅନେକ କିଛି କରୁଛି। ପ୍ରତି ଦିନ କିଛି ସ୍ମୃତି ବଖାଣିବାର ଯେଉଁ ପ୍ରଣ କଟିଥିଲି। ତେଣୁ ଲେଖୁଛି।

ଆଜି କିଛି ପୁରୁଣା ସ୍ମୃତିର ଡ଼ଙ୍ଗାରେ ଆପଣଙ୍କୁ ବୁଲେଇ ନେବି।

ମୁଁ ଯେତେବେଳେ ଛୋଟ ଥିଲି ଆମ ଘରେ ସବୁବେଳେ ହସ ଖୁସିର ମାହୋଲ। ସବୁଠୁ ଭଲଲାଗେ ବାଲିଯାତ୍ରାରେ ବୁଲାବୁଲି। ଆମେ ପୁରା ପରିବାର ମିଳିମିଶି ମଜା କରୁ । ଠୁଙ୍କା ପୂରି କୋବି ଆଳୁ କଷା ବି ଖାଉ। ମାମା ଘର ପାଇଁ ଅନେକ ଘରକରଣା ଜିନିଷ ବି ଆଣୁଥିଲେ। କି ସ୍ୱପ୍ନମଖା ଦିନ ଥିଲା।ବର୍ତ୍ତମାନ ସମୟର ଲକଡାଉନ ଆମେ ଅଛୁ ହେଲେ ଆମ ମନ ତ ଉନ୍ମୁକ୍ତ। ରାସ୍ତା ଯେତେ କଠିନ ହେଲେ ବି ଆମେ ପାରିବୁ l ନିଜ ଘରେ ରହିବା ବାରମ୍ବାର ହାତ ଧୋଇବା।ଘରୁ ବହାରକୁ ଆମେ ମାସ୍କ ପିନ୍ଧିବା ଆହୁରି । ଆଜି ପାଇଁ ଏତିକିରେ ଡାଇରୀ ବନ୍ଦ କଲି । ଜୟ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract