arun sahoo

Romance Fantasy Inspirational

3  

arun sahoo

Romance Fantasy Inspirational

ମନର ବେଦନା

ମନର ବେଦନା

1 min
309


ଭାଇ! ମୁଁ ତୁମକୁ କେମିତି ବୁଝାଇବି ଭାବି ପାରୁନି।ଏତେ ମନ କଷ୍ଟ କରନାହିଁ ଭାଇ ।

  ହଉ ଭାଇ ଭାଉଜ ତ ସବୁ ଭୂଲକୁ କ୍ଷମା ମାଗି ନେଲେଣି ତାଙ୍କର ଭୁଲକୁ ମାପ୍ କରିଦିଅ ଭାଇ।ଏଇଟା ମୋର ଅନୁରୋଧ।ଆଉ ମୋତେ କହିବ ନାହିଁ ଯେ ମୁଁ ବଞ୍ଚିପାରିବି ନାହିଁ ବୋଲି।ଏତେ ଦିନ କଷ୍ଟ ସହିଲ,ଆଉ ପନ୍ଦର ଦିନ ଦେଖାଯାଉ ପରିସ୍ଥିତି କୁଆଡ଼କୁ ଗତି କରୁଛି।

  ହଁ ଭାଇ ମୁଁ ବୁଝି ପାରୁଛି ମନର ବେଦନା କୁ । ସେସବୁ ଇଶ୍ବର ଙ୍କ ଇଛା ଭାବି ସହି ନେବା କୁ ପଡ଼ିବ।

ସବୁ କଥା ଭୁଲି ଯାଅ। ବହୁତ କଷ୍ଟ ସହ୍ୟ କରି ତ ଅପେକ୍ଷା କରି ରହିଛ ଆଉ କୋଡ଼ିଏ ଦିନ ମାତ୍ର, ଭାଉଜ ଆସନ୍ତୁ ଇଶ୍ବର ଏହାହିଁ କରନ୍ତୁ ଏଣିକି ପରଷ୍ପର ଭିତରେ ବୁଝାବଣା ଠିକ୍ ରହୁ ଓ ବିଶ୍ୱାସ, ଆତ୍ମିକ ଭଲପାଇବା ସ୍ନେହ ପ୍ରେମ ମମତା ବାତାବରଣ ସୃଷ୍ଟି ହେଉ, ଏହାହିଁ ମୋର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। କୈାଣସି ଲୋକ ଦୁରାରୋଗ୍ୟ ରେ ପଡି ଯଦି ଭଲ ହୋଇ ଯାଆନ୍ତି ତାହା ହେଲେ ଦୁତୀୟ ବା ପୁନର୍ବାର ଜନ୍ମ କହି ଥାନ୍ତି । ଠିକ୍ ସେମିତି ଭାଇ ତୁମର ନୂଆ ସଂସାର ଗଢିଉଠିବ ।ଗ୍ରହ ସବୁ ଯାଇଛି । ଯାହା କଥା ଆମଭିତରେ ରହୁ। କହିବାକୁ ଲୋକଙ୍କୁ ମଉକା ନ ମିଳୁ ।


Rate this content
Log in

Similar oriya story from Romance