ମନ ବଦଲିଗଲା
ମନ ବଦଲିଗଲା
'ଆଗ୍ୟାଁ ଦୁଇ ଟଁକିଟେ ମିଲୁ ।' "ରେଜିଆ ନାଇଁ ନ ବୋ ଯା ଯା ଭାଗ୍। ରେଜିଆ ପଏସା ମୁନେ ଧରଲେ ବି ଘଡେ ନାଇଁ ରହେବାର, ଇ ଭୀକାରୀ ମାନକର ଲାଗି ।"
ଇଟା ଶୁନଲା ମକାରୁ ।ଯେକି ସହର ଛକେ ସେଦିନ ଚାହା ପିଉଥିଲା ।ସେ ଖବର କାଗଜ ବିକସି ।ବଏସ ଟା ବାଇସ ହେଉଥିଲେ ବି ବୁଝବାର ପିଲାଟେ ଆଏ ।ସେ ଭିକାରୀ ପିଲାକେ ପାଖକେ ଡାକଲା । ବୁଝେଇ ସୁଝେଇ କହେଲା ତୁଇ ଇ ଶୁଇନ ଖରାଥି ମାଗୁଛୁ ।ତଥାପି ଲୋକ ନାଇଁ ବଲୁଛନ୍ ।ଧୁରଧୁର ମାରମାର କରୁଛନ ।ତତେ ଲାଜ ନାଇଁ ଲାଗବାର । ଭିକାରୀ ପିଲା କଏଁରୁ କହେଲା, ଇଟା କାଣା ଲାଜ ଲାଗବାର କଥା ଯେ ଲାଜ ଲାଗବା ।ମୋର ବୁଆ ,ଅଜା ମାଗୁଥିଲେ।ଇହାଦେ ମୁଇଁ ମାଗୁଛେଁ ।ମୋର ଉତାରୁ ମୋର ପୁଓ, ନାତି ବି ମାଗବେ ।
&nbs
p; ତେହେଁରୁ ମକାରୁ କହେଲା ।ମୋର କଥାଟେ ଶୁନ ଆର ମାନ ।ତୁଇ ଖରା, ବର୍ଷା ଥି ଘରଘର ନାଇଁ ବୁଲିକରି ,ଇନେ ବସ । ଇ ପେପର ଗୁଡାଦୁକ ନେ ।ଦେଖବୁ ତୋର ନିକେ ଲୁକେ ଆଏବେ । ଇ ପେପର ନେବେ ଆର ତତେ ପଏସା ଦେଇକରି ଯିବେ ।କଥାଟା କଏଁରୁର ମନକେ ପାଏଲା ।ଆର୍ ଛକେ ବସିକରି ପେପର ବିକି ବସଲା ।ଦେଖଲା ଯେ, ଗୁଟେ ଠାନେ ବସିକରି ବି ଟଁକା ଗଦା ହେଇଯଉଛେ ।ଆର୍ ଉଦଯୋଗ କଲେ ଶୀର ଟେକି କରି କମାନୀ କରି ହେଉଛେ ।
ଭିକାରୀ ପିଲା, "କଏଁରୁର ମନ ବଦଲିଗଲା ।ମନେ ମନେ ହେତାଲା, ମତେ ହେ ବାବୁ ବନେ ବାଟ୍ ଟେ ବତାଲା ତ ।ଆର କେଭେ ଭିକ୍ ନାଇଁ ମାଗେଁ ।ଏତକ କବାର କରି କମାନୀ କରମି ।ଆର୍ ମୁନୁଷ୍ ବାଗିର ମୁନୁଷ୍ ଟେ ହେଇ ଶୀର ଟେକି ଜିଇଁମି ।"