STORYMIRROR

Gupteshwar Nanda

Children Stories Classics Inspirational

4  

Gupteshwar Nanda

Children Stories Classics Inspirational

ଏନ୍ଡରଏଡ୍ ଫୋନ୍

ଏନ୍ଡରଏଡ୍ ଫୋନ୍

1 min
223


ମାଳତୀ ଦିଦି ଇଂଲିଶ୍ ଇସ୍କୁଲେ ପଢାସନ୍। ଦିନେକାଲ୍ ପଢ଼ଉଥିସନ୍। ଛୁଆକୁ ପଚ୍ରାସନ୍। ବଡ୍ ହେଲେ କେ କାଣା ହେବ କହ। କେ କହେସି ଡାକ୍ତର, କେ କହେସି ଇଂଜିନିୟର,କଲେକ୍ଟର୍ ଏନ୍ତା କେତେ କାଣା କହେସନ୍ ଛୁଆମାନେ। 

      ସମାରୁର୍ ପାଲି ଆଏସୀ। ସେ କହେସି ଦିଦି ମୁଇଁ ବଡ୍ ହେଲେ ଏନ୍ଡରଏଡ୍ ଫୋନ୍ ଟେ ହେମି। ଇଟା ଶୁନିକରି ଦିଦି କେ ମଜା ଲାଗ୍ ସି ।

ସେଥିର୍ଲାଗି ପଚ୍ରାସନ୍। କ।ଏଁ ହେଲା ଯେ ରେ ବାବୁ। ତେହେଁରୁ ସମାରୁ କହେସି। ଦିଦି ମୋର୍ ମାଁ, ବୁଆ ତାକର୍ ଫୋନ୍ କେ କେତ୍ନିଟେ ଭଲ୍ ପାଏସନ୍। ମୋର୍ ଠାନୁ ବି ଅଏତ୍କା। ବାପା ଅଥାବିଥା ହେଇ ଅଫିସ୍ ନୁ ଫିର୍ସନ୍। ମୋର୍ ସଁଗେ କଥା ନି ହୁଅନ୍। ଫୋନ୍ ଖେଲ୍ ବାକେ ସଁମିଆ ନି ପାଆନ୍। ମୋର୍ ଲାଗି ସଁମିଆ ନି ପାଆନ୍। ମୁଇଁ ଯେତ୍କି ଡାକ୍ ଲେ ବି ନି ଶୁନନ୍। କାଁଦୁଥିଲେ ବି ନି ଶୁନନ୍। ହେଲେ ସେମାନେ କାମ୍ କଲା ବେଲେ ବି ଫୋନ୍ ବାଜ୍ଲେ, ଚଁ। ଢେ ଯାଇ ଫୋନ୍ ଥି କଥା ହେସନ୍। 

    ହେଥିର୍ ଲାଗି ମୁଇଁ ଏଣ୍ଡରଏଡଡ୍ ଫୋନ୍ ହେମି ।ଆର୍ ମୋର୍ ମାଁ ବୁଆର୍ ସେନ୍ହ ପାଏମି।


Rate this content
Log in