STORYMIRROR

Disambar Meher

Abstract Inspirational

3  

Disambar Meher

Abstract Inspirational

ମିଡିଲ୍ କ୍ଲାସ୍ ଲୋକ୍

ମିଡିଲ୍ କ୍ଲାସ୍ ଲୋକ୍

1 min
135


ଜୀବନ୍ ଜିଇଁବାର଼ ଟା ମୋର୍ ଲାଗି ସବୁ ବେଲେ ଚାଲେଞ୍ଜ ହେଇ ଜାଉଛେ । ମୁଇଁ ଚାଲୁଛେ ଖୁବ୍ କଷ୍ଟେ ।ଦୁଖ୍ କେ ସୁଖ୍ ଭାବି ନେଇଛେ ।ଦୁଖର୍ ସମିଆଁନେ ଆଖିନୁ ଲୁହୁ ନାଇଁ ବାହାରବାର୍ ନା ,ଆଏଁଖ୍ ଭି ଆଦତ୍ ନେ ପଡିଗଲା ନା ।ଲୁହୁ ଭିଁ ସୁଖି ଗଲାନା । ଛାତି ଭିଁ ପଖାନ୍ ହେଇଗଲାନା ।ଚାଲୁଛେ କେଭେଁ ନାଇଁ ହାରି ଜିବାର୍ ।କେତେ ବାଟ୍ ଗଲେ ଇ ମରୁଭୂମି ନେ ପାଏନ୍ ବୁନ୍ଧେ ପାଏମି ।ସେଥିରି ଲାଗି ଧାଇଁ ଧାଗଁ ଚାଲିଛେ । କେଭେଁ କେଭେଁ ହାପସି କେଚ୍ରି ହେଇ ପଡିଛେ ଜେ ଅଁଠୁନୁ ରକତ୍ ଭିଁ ଗଦେଇ ହେଇ ଜାଇଛେ ।ଫେର୍ ଭିଁ ଆଶ୍ ଅଛେ ବିଶ୍ବାସ ରଖିଛେ ମନଜିଲ୍ କେ ପାଏବାର୍ ଲାଗି ।


ପ୍ରୋବ୍ଲେମ୍ ମୋର୍ ପିଛା ମାଡିଛେ ।କେତେ ପ୍ରୋବ୍ଲେମ୍ ସାଙ୍ଗେ ଯୁଦ୍ଧ କରି କରି ମୋର୍ ଅସ୍ତ୍ରଶସ୍ତ୍ର ସରି ବସ୍ଲାନା ।ଜୀବନ୍ ନେ ଖୁବ୍ ସହିଛେ ଆପମାନ୍ ,ଜୋକର୍ ଭି ଲୋକର ବନେଇଛନ୍, ଖୁବ୍ ଚୁପ୍ ରହିଛେ , କେଭେଁ କେଭେଁ ମୁହୁଁ ଖୁଲବାର୍ ସାହାସ୍ ନେଇଁ ଖେଟେ ।କାଏଁ କରି ବେଲେ ମୁଇଁ ମିଡିଲ୍ କ୍ଲାସ୍ ଲୋକ୍। ସପନ୍ ହଜାରେ ଅଛେ ବାକି ପକେଟ୍ ମେଲା ।ଦମ୍ ଅଛେ ଛାତିନେ ବାକି ପେଣ୍ଟ ଢିଲା ।ଜୀବନ୍ ମକେ ଲଢେଇ କରବାର୍ ଶିଖେଇଛେ ମୁଇଁ ଭି ଛାତିନେ ଦମ୍ କରିକରି ଆଁଟ ନେ କରିଆ ଗହଁଟେଇ ହେଇ କରି ଲଢେଇ କର୍ମୀ । ଇ ଜୀବନ୍ ମାଏଟ୍ ନେ ମିଶି ଜିବାର଼ ପତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract