STORYMIRROR

Disambar Meher

Abstract Classics Others

3  

Disambar Meher

Abstract Classics Others

କୋରୋନା ବେମାର,ଯମର୍ ଦୁଆର୍

କୋରୋନା ବେମାର,ଯମର୍ ଦୁଆର୍

1 min
305


ଏବୁଆ କେନ୍ ଅଛରେ ,ମୋର୍ ଧନକେ ଛନେକ୍ ଫୁନ୍ କରିଦିଅ ,ଏ ବୁଆ କେନ୍ ଅଛରେ

ଏ ରାଜୁ, ଆ ବୁଆ ଆ

ହେ କାଁଥିନେ ଲେଖା ହେଲାର୍ ନମର୍ ନେ ଫୁନ୍ ଛନେ କର ପୁତା ତୋର୍ କୋକା ବିଦେଶନେ ଅଛେ ,ପଦେକ୍ କଥା ହେସି

ମାଁ-ଏ ଗୋସିଆଁ କେନ୍ତା ଆଛୁ ବୁଆ ।ଇନ ତୋ ରୋବୋ ଦୋବୋ ହେଇ ଯାଉଛେ ।କୋରୋନା ବେମାର୍ ଫେର୍ ଗରାସୁଛେ ।ଆ ପୁତା ଭାଗି ଆଏ । ଇନ୍ ନୁରୁ କୁଲଜି ତେଲ୍ ନୁନ୍ ,ଭାଜିକାଞ୍ଜି କରି ଚଲମୁ ପୁତା ।

ପୋ-ମକେ ଭି ଡର ଲାଗୁଛେ ଗୋ ମାଁ ।କାଏଁ କର୍ମୀ ମୋର୍ ଫଟା କରମ୍ ।ଲୁକି କରି ଇନେ ପଲାଲେ ଇଁଟ୍ ଭାଟିର୍ ସରଦାର୍ ହାତ୍ ଦୁଇଟାକେ କୁଟି ଦେବା ।ଛୁଚା ହାତେ ଗଲେ ଗାଁ ନେ ସଂକାର୍ ଲାଗ୍ ପାଏସା ଲାଗି କଲଜାକେ ରଟକିଦେବା ଫେର୍ ବନ୍ଧା ରଖଲା ମୁଡା ବୁଡି ଯିବା ଗୋ ମାଁ (କାନ୍ଧି କାନ୍ଧି)

 ଇଟା ନାଇଁ ସେ କୋରୋନା ବେମାର 

ଇଟା ଆଏ ଯମର୍ ଦୁଆର୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract