STORYMIRROR

Disambar Meher

Others

3  

Disambar Meher

Others

ଡର୍ ହେଲା ପଜିଟିଭ୍

ଡର୍ ହେଲା ପଜିଟିଭ୍

1 min
178

ମହାଜନ ବୁଢ଼ା ସବୁ ବେଲେ ତାର୍ ପୋ ରାଜେଶ କେ କହୁଥିସି ତୋର୍ ଭାବ୍ନା କାଏଁଜେ ନେଗେଟିଭ୍ ଆସୁଥିସି । ସବୁ କଥାରେ ନେଗେଟିଭ୍ ଓ୍ଵାଡ୍ । ନେଗେଟିଭ ଶବଦ୍ ସୁନ୍ଲେ ମୋର୍ ରକତ୍ ଗରମ୍ ହେଇ ଯାଏସି ।ଏନ୍ତା ଭାବ୍ନା ରଖ୍ଲେ ବେଟା ତୁଇ କେଭେଁ ଉପରକେ ନାଇଁ ଯାଇପାରୁ । ତୋର ଚିନ୍ତାଧାରା ଆର୍ ମୁହଁ ର କଥା ବଦ୍ଲା।ଇ କଥା ବୁଢ଼ା ଦିନ୍ ରାଏତ ପୋ କେ ବୁଝାଉସି।


ଆଏଜ୍ ସକାଲୁ ବୁଢ଼ା  ମହାପୁରୁ ପାସେ ବସ୍ଲା ଆଉ କହୁଛେ ହେ ମହାପୁରୁ, ଗାଁର ଦେ ଦେବ୍ତା ,ସବକେ ମୋର୍ ଗୁହେର ଆଏଜ୍ ମୋର୍ ପୋ ହସ୍ପିଟାଲ ନୁ ଆସିକରି ତାର୍ ମୁହଁ ନୁ ଗୁଟେ କଥା ବାହାରୁ ନେଗେଟିଭ୍ । ପଜିଟିଭ୍ ଆଏଜ୍ ଆମର୍ ଘର୍ ଲାଗି ଆର୍ ଇ ଦୁନିଆଁ ଲାଗି ବିପଦ୍ ହେଇଗଲାନା । କୋରୋନା ମହାମାରୀ ପଜିଟିଭ୍ ଶବ୍ଦ କେ କଲଙ୍କ କରି ଦେଇ ସର୍ଲାନା । ତାର୍ ମୁହିଁ ନୁ ଆଏଜ଼ ପଜିଟିଭ୍ ବଦ୍ଲା ନେଗେଟିଭ ସୁନ୍ଲେ ମୁଇଁ କେତେ ଖୁସ ହେମି ।



Rate this content
Log in