STORYMIRROR

Pramila Sahoo

Tragedy

2  

Pramila Sahoo

Tragedy

ମା ଓ ମମତା

ମା ଓ ମମତା

10 mins
15.4K


ମନୁଷ୍ୟ ଜୀବନ ଥିବା ବେଳେ ତାହାର ମୂଲ୍ୟ ଜାଣିପାରନ୍ତି ନାହିଁ । ଜଣେ ଗରିବ ଅନ୍ଧୁଣି ମାର କାହାଣୀ । ତାହାର ଗୋଟିଏ ପୁଅ ଥିଲା । ତାହା ପୁଅ ବିଦ୍ୟାଳୟରେ ପାଠପଢିବା ସମୟରେ ତାହା ସହିତ କେହି ସାଙ୍ଗ ହୁଅନ୍ତି ନାହିଁ । ସେ ଏକା ରହେ ସବୁ ବେଳେ ।

ତାହାର ମା ଉପରେ ବିରକ୍ତି ଭାବ ପ୍ରକାଶ କରେ ଆଉ ସାଙ୍ଗରେ କୁଆଡ଼େ ବି ଯାଏନି । କଥା ଭଲରେ ହୁଏ ନାହିଁ । କିଛି ଦିନ ପରେ ସେ ବାହାରେରହି ଚାକିରୀ କଲା । ମା ପାଖକୁ ଆଉ ଆସିଲା ନାହିଁ । ସେହି ସ୍ଥାନରେ ବାହା ହୋଇ ରହିଲା । କିଛି ଦିନ ପରେ ମା ଆସି ପଚାରିଲା ମୋ ପୁଅ ଏଠି ରହୁଛିକି ବାବୁ , ତା ପୁଅ ଭାବିଲା ନା ମୁଁ କିଛି କହିବିନି କାରଣ ସେ ଜାଣି ଦବ ମୁଁ ବୋଲି କି । ମା ପୁଅ ପୁଅ ଆଉ ମୋ ଧନ କହି ସେଠାରୁ ବିଦାୟ ନେଲା ଆସି ବସି ଭାବିଲା ନା ମୋ ପୁଅ ଚାକିରୀରେ ବ୍ୟସ୍ତ ରହିଛି ସେଥିପାଇଁ ମୋ ପାଖକୁ ଆସୁନାହିଁ । କିଛି ଦିନେ ବିତିଗଲା ମା ସବୁ ଦିନ ପାଇଁ ଆଖି ବୁଜି ଚାଲିଗଲେ.. ତାଙ୍କ ପାଖ ପଡିଶାର ଜଣେ ଲୋକ ରହୁଥିଲେ...ସେ ଲୋକ ଆସି କହିଲା ଜାଣିଲ ଆମ ଗାଁରେ ଜଣେ ଅନ୍ଧୁଣି ମାଉସୀ ଥିଲେ ତାଙ୍କ ପୁଅ ଯେତେବେଳେ ଛୋଟ ହୋଇ ଥିଲା ସେତେବେଳେ ରଙ୍ଗ ଖେଳୁ ଖେଳୁ ଆଖି ନଷ୍ଟ ହୋଇ ଗଲା । ତା ମା ନିଜ ଆଖି ଦେଇ ତାକୁ ମଶିଷ କଲା । ଆଜିକି ଆଠ ଦିନ ହୋଇ ଗଲାଣି ମା ମଲାଣି ପୁଅର ଦେଖା ନାହିଁ । ନିଜେ ଅନ୍ଧାରରେ ରହି ପୁଅକୁ ଆଲୋକ ଦେଖେଇ ଥିଲା । ପୁଅ ମନେ ମନେ ଭାବିଲା ମୋ ପାଇଁ ଏତେ କରିଥିଲା ହେଲେ ଦିନେ ବି କହିଲା ନି । ଅଖିରୁ ଲୁହ ଧାର ଧାର ହୋଇ ବାହାରି ଗଲା । ଧନ୍ୟ ମୁଁ ପୁଅ ମା ମୁହଁରେ ଟିକିଏ ପାଣି ଦେଇପାରିଲିନି । ଯେତେବେଳେ ଯାହା କରିବା କଥା ପରେ ଭାବିଲେ କଣ ହେବ..ମା ମା ମା ମା ଆଉ ମା କଣ ଡାକ ଶୁଣିବ..........

ପ୍ରମିଳା ସାହୁ


Rate this content
Log in

Similar oriya story from Tragedy