STORYMIRROR

sonalika Dash sonalika Dash

Fantasy

3  

sonalika Dash sonalika Dash

Fantasy

କ୍ରୋଧ

କ୍ରୋଧ

1 min
244

କ୍ରୋଧ ହେଉଚି ମଣିଷ ର ବଡ ଶତ୍ରୁ। କ୍ରୋଧାନ୍ତର ଥିବା ଅବସ୍ଥାରେ ମଣିଷ କ'ଣ ନାହିଁ କ'ଣ କରିବସେ। ଗୋଟେ ମଣିଷ ସେତେବେଳେ କ୍ରୋଧାନ୍ତର ହୁଏ। ଯେତେବେଳେ ତା'ଉପରେ ମାନସିକ ଚାପ ପଡେ।......…......…. କ୍ରୋଧ ର କିଛି ଉଦାହରଣ-

  1. କ୍ରୋଧ ରେ ଥିବା ଅବସ୍ଥାରେ ମର୍ଡର।
  2. କ୍ରୋଧ  ରେ ଥିବା ଅବସ୍ଥାରେ ନିଜ ବାସଗୃହ ଛାଡିବା
  3. କ୍ରୋଧ ରେ ଥିବା ଅବସ୍ଥାରେ ଆସଭାବ ଭାଙ୍ଗି ଦେବା
  4. କ୍ରୋଧ ରେ ଥିବା ଅବସ୍ଥାରେ ବିଷ ଖାଇ‌ ଦେବା
  5. କ୍ରୋଧ ରେ ଥିବା ଅବସ୍ଥାରେ ଭୁଲ କାମ କରି ଦେବା (ଇତ୍ୟାଦି)।                      

ସବୁ ମଣିଷ ଖରାପ ନୁହନ୍ତି।ତା ଙ୍କ ଭିତରେ ବି କିଛି ପ୍ରତିଭା ଥାଏ ।ଯାହା କୁ ଆମେ ଦେଖି ପାରନ୍ତି ନାହିଁ। ସେଥିପାଇଁ ଗୋଟେ ମଣିଷ ଯାହାବି କିଛି କରୁଛି। ଖୁସି ହୁଅନ୍ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy