STORYMIRROR

sonalika Dash sonalika Dash

Horror

3  

sonalika Dash sonalika Dash

Horror

ସେ ଦିନ ରାତି

ସେ ଦିନ ରାତି

1 min
215

ଆମେ ଦଶ ଜଣ ସାଙ୍ଗ ।ପିକନିକ ରେ ଯାଇ ଥିଲୁ। ଦିନ ସାରା ଆମେ ବୁଲା ବୁଲି କଲୁ।ସମୟ ପ୍ରାୟ ସାଢେ଼ ସାତଟାରେ। ଆମେ ରାତି ରେ ହୋଟେଲ ରେ ରହିବାକୁ ଠିକ୍ କଲୁ।ସେଠି କାର ସରକାର ଘୋଷଣା କରିଛନ୍ତି। ରାତି ଆଠଟା ସୁଦ୍ଧା ଦୋକାନ ବନ୍ଦ କରାଯିବ।ଆମ ଦେଖିଲୁ ସେଇ ଠି କୋଉଠି ହୋଟେଲ ନାହିଁ।

ଆମେ କିଛି ନ ପଚାରି ସିଧା ଚାଲିଲୁ । କିଛି ବାଟ ଗଲାପରେ ଆମେ ହୋଟେଲ ଟିିଏ ଦେଖି ଲୁ ମନୟ କହିଲା ହଁ ଚାାଲ ଏଇ ହୋଟେଲ ରେ ରହିିିଯିବା। ହୋଟେଲ ଟିକୁ ଦେଖି ମୋତେ କାହିଁକି କେଜାଣି ଅଜବ । ଅନୁଭବ ହେଲା ଦିପୁ କହିିିଲା ମୁଁ ଆଗ ରୁ ଏଇଠି ରହିଛି । ଆମେ ସେଠି ଗୋଟେ ରୁମ୍ ବୁକ୍ କରିଦେଲୁ। ଆମେ ୫ ଜଣ ସାାଙ୍ଗ ଗୋଟେ ରୁମ୍ ରେ।ଆଉ ସେମାନେ ଗୋଟେ ରୁମ୍ ରେ। ମୁଁ ଯାଇ ଟିକିଏ ବସି ପଡ଼ିଲି। ମୋତେ କାହିଁକି କେଜାଣି ଲାଗେ ମୋ ପଛରେ କେେହି ଅଛି। ମୁଁ କାହାକୁ କିଛି ନକହି ରହିଲି

ଆମେ ଖାଇ ସାରିବା ପରେ। ଆମେ ଶୋଇବା କୁ ଯାଉଥିବା ବେଳେ। ହଠାତ୍ ଲାଇଟ୍। ଅଫ୍ ଡାଉନ୍ । ହେବାକୁ ଲାଗିଲା।ଫେନ ତଳକୁ ଖସି ଉପରକୁ ଉଠି ଗଲା ସେତେବେଳେ କୁ ତ ଆମ ଅବସ୍ତା ଖରାପ ହୋଇଯାଇଥିଲା

ଆମକୁ ଏମିତି ଲାଗିଲା କିଏ ଆମକୁ ପଛରୁ ଆମେ ବୁଲି ପଡି ଦେଖୁ ତା ଗୋଟେ ଝିଅ ଠିଆ ହୋଇଛି।ସେ ଦିପୁ ଆଡ କୁ ଯାଉଛି। ମୁଁ ଦିପୁ ଟାଣି ଆଣି ତାକୁ ରାସ୍ତା ଏସବୁ ପଚାରିଲି।ଦିପୁ କହିଲା ମୁଁ ଏଇ ଝିଅ କୁ ଭଲ ପାଉ ଥିଲି।ତାକୁ ଦିନେ ଏଇ ହୋଟେଲ ରେ ମାରି ପୋତି ଦେଇଥିଲି।  


ସୋନାଲିକା ଦାଶ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror