STORYMIRROR

sonalika Dash sonalika Dash

Drama Tragedy

2  

sonalika Dash sonalika Dash

Drama Tragedy

ଅତ୍ୟାଚାର

ଅତ୍ୟାଚାର

1 min
126

ଗୋଟିଏ ଗାଁରେ। ଗୋଟେ ସରପଞ୍ଚ ଥିଲା। ଭାଗରବ ଚମ୍ପତି। ସେ ଗୋଟେ ଦୁଷ୍ଟ ଲୋକ ଥିଲା । ଜୋର ଜବରଦସ୍ତ କର ବଟି ନେଉଥିଲା। ଯଦି କେହି ତା ସାମ୍ନା ରେ ଜୋତା ପିନ୍ଧି ଯାଉ ଥିଲା ସେ ତା ଗୋଡ଼କୁ ହାଣି ଦେଉ ଥିଲା। ଲୋକଙ୍କଠୁ ତାଙ୍କ ଜମି ଛଡାଇ ନେଉଥିଲା। ଯଦି କେହି ତା ବିରୋଧ ରେ ପଦେ କଥା କହେ ମରିବା ଟା ଥୟ ‌। ଝିଅ ବୋହୁଙ୍କୁ ତ ତା ହାତରେ ସିଏ ଖେଳନା ଭାବି ଥିଲା।


ସେ‌ ଗାଁ ଙ୍କୁ ଥରେ ଗୋଟେ ପରିବାର ଆସି ଲେ ସ୍ଵାମୀ ସ୍ତ୍ରୀ ଆଉ ୬ ବର୍ଷର ପୁୁଅ ଟିଏ। ସେ ସରକାରୀ ଚାକିରୀ କରୁଥିଲେ। ସେ ଭାଗରବ ଚମ୍ପତି ବିଷୟରେ ଶୁୁୁୁଣିଲେ ସେ କହିଲେ ମୁଁ ଏଇ ଅତ୍ୟାଚାରରୁ ଏମାନଙ୍କୁ ମୁକ୍ତି ଦେବି। ଏଇ ବିିିଷୟରେ ଭାଗରବ ଚମ୍ପତି ଜାଣିଲା ସେ ତାକୁ ମାରି ଦେବାକୁ ଚାହିଁଲା । ସିଏ ତାକୁ ମାରି ଦେଲା।

ତା ପୁଅ କୁ ସେ ସେଇ ସ୍ତ୍ରୀ ଲୋକର ଇଜ୍ଜତକୁ ଛାଡି ଲାନି ।

ସେ ସ୍ତ୍ରୀ ଲୋକ ଏସବୁ ସହ୍ୟ କରି ପାରି ଲାନି। ସ୍ତ୍ରୀ ଲୋକଟି ତାକୁ ମାରି ଦେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama