STORYMIRROR

sonalika Dash sonalika Dash

Horror

5.0  

sonalika Dash sonalika Dash

Horror

ଡାହାଣି

ଡାହାଣି

2 mins
253

ମୁଁ ମୋ ମାମୁଁ ଙ୍କ ଘର କୁ ବୁଲିବାକୁ ଯାଇଥିଲି। ଦଶହରା ହେଇଛି। ସେଠିକାର ବଡ ପର୍ବ। ବୋଲି ମାମୁଁ କହନ୍ତି। ଆମେ ଠିକ୍ ମାଁ କାଳିଙ୍କ ପୂଜାଦିନ ପହଞ୍ଚି ଥିଲୁ। ସେଠାରେ ଆମେ ବହୁତ ମଜା କଲୁ । ମୋ ଅଜା ଆଇ ମୋ ମାଁ ଙ୍କୁ ଦେଖି ବହୁତ ଖୁସି ହେଲେ। ମୋ ଗୋଟେ ପୁଅ ଆଉ ଝିଅ । ସେମାନେ ମୋତେ ବହୁତ ଭଲ ପାଆନ୍ତି। ତାଙ୍କ ନାମ ଦିବ୍ୟ ଦ୍ରୁଷ୍ଟି । ସେମାନଙ୍କ ସହିତ ମୋର ପୁରା ଦିନ କଟିଯାଉ ଥିଲା। ଅଧିକ ମଜା ତ ଦଶହରା ଦିନ ହୋଇ ଥିଲା କାରଣ- ସେଦିନ ମୋ ମାଉସୀ ମଉସା ଓ ତାଙ୍କ ଦୁଇ ପୁଅ ଆସିଥିଲେ। ଦିପୁ ରିପୁ ଆମେ ଦିନ ସାରା ବୁଲି ଖେଳି ବହୁତ ମଜା କଲୁ। ଆମେ ଖେଳିଳୁ। ବିଶ ଅମୃତ, ଲୁଚକାଳି, ଏମିତି ବହୁତ ଖେଳ। ଦିନ ପ୍ରାୟ ସାଢେ଼ ଚାରିଟା । ଆଇ ଆସି ଆମ ବାଡିରୁ ଡ଼ାକିନେଇ ଆମ ଗୋଡ଼ ହାତ ଧୋଇ ଦେଲେ ଆଉ କହିଲେ ଯାଓ ଭଲ କପଡ଼ା ପିନ୍ଧି ବାହାରି ବ ମୁ, ଦିପୁ , ରିପୁ, ଆଇ ଙ୍କୁ କହିଲୁ ଆଇ ସେଇଟା କପଡ଼ା ନୁହେଁ ଡ୍ରେସ ଏତିକି କହି ଆମେ ଦଉଡି ପଳେଇ ଆସିଲୁ।

ଆମେ ବାହାରିଲୁ ଦଶହରା ବୁଲି ଖେରଙ୍ଗ। ଆଇ କହିଲେ ଛୋଟ ପିଲାଙ୍କୁ ନେଇ ଯାଉଛ ବେସି ସମୟ ଯାଏ ରାତି ଯାଏ ରହି ବନି। ତା ପରେ ମୁଁ ମା ବାପା, ମାଉସୀ ମଉସା । ଦିିବ୍ୟ ଦ୍ରୁଷ୍ଟି, ଦିପୁ ରିପୁ, ଗାଁ ସଡ଼କ ରେ ଆମକୁ ଚାଲି କି ଯିିିବା କୁ ପଡିଲା କିଛି ବାଟ ଚାଲିବା ପରେ । ଏକ ନିଛାଟିଆ ରାସ୍ତା ଦେଇ ଯିବାକୁ ହେଲା। ଆମେ ପହଞ୍ଚିଗଲୁ। ବହୁତ ମଜା କଲୁ । ବହୁତ ଖେଳନା କିଣିଲୁ ।ପରେ ମାଉସୀ ମଉସା ସେଠୁ ତାଙ୍କ ଘରକୁ ପଳେଇ ଗଲେ। ସମୟକୁ ଦେଖିଲୁ ସାଢେ଼ ନଅଟା ବାଜିଲାଣି। ମାମୁଁ କହିଲେ। ତମେ ଘର କୁ ଯାଓ । ମୁଁ କାଲି ସକାଳୁ ଯିବି। ମୋ ସାଙ୍ଗ ମାନେ ଅଛନ୍ତି। ଆମେ ସେଇ ନିିିିଛାଟିିଆ ସଡକ ପାଖରେ ପହଞ୍ଚାଇ ଥାଏ। ଆମେକୁ ବହୁତ ଡର ଲାଗେ। ଆମେ ଯେତେବେଳେ ସାମ୍ନାକୁ ଦେଖିଲୁ ଆମ ଆଗରେ ଗୋଟିଏ ସ୍ତ୍ରୀଲୋକ ଧଳାଶାଢ଼ୀ ପନ୍ଧି ଚୁଟି ଖୋଲା ଅଛି ଦେଖିବାକୁ ବହୁତ ଭୟଙ୍କର ତା ପରେ ଆମେ ଦଉଡି ପଳେଇ ଆସିିିଲୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror