STORYMIRROR

sonalika Dash sonalika Dash

Crime

3  

sonalika Dash sonalika Dash

Crime

ସ୍ବାଧୀନତା

ସ୍ବାଧୀନତା

1 min
242

ଆମେ କ'ଣ ସତରେ ସ୍ବାଧିନ।ନା ଏହା କେବଳ ବହିରେ ପଢି ବାକୁ ଭଲ ଲାଗେ। ଏବେବି ଅତ୍ୟାଚାର, ଚୋରି, ଗଣଦୁଷ୍କର୍ମ।ଚାଲୁ ରହିଛି। ଇଂରେଜ ଶାସନ ସିନା ଶେଷ ହୋଇ ସାରିଛି। ହେଲେ ଏଇ ମଣିଷ ରୁପି ରାକ୍ଷସ ମାନଙ୍କ ପାଇଁ। ଆମେ ଅସ୍ବାଧୀନ।


ହେ ଗାନ୍ଧୀ ତୁମେ କାହିଁ ଗଲ କାହିଁ ଗଲ।

ତୁୁମ ସୁନାର ଭାରତ ଆଜି ବିିିଖଣ୍ଡିିତ


କାହିଁ ଗଲ କାହିଁ ଗଲ

ସବୁରି ଆଖିରେ ଲୁହ


ଚାରି ଆଡେ଼ ହାହାକାର

ବଦଳି ଯାଇଛି ତୁମ ସୁନାର ଭାରତ


ଭୁଲି ଯାଇ ଛନ୍ତି ତୁମରି ଆଦେଶ

ଫେରି ଆସ ତୁମେ ଫେରି ଆସ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime