STORYMIRROR

sonalika Dash sonalika Dash

Comedy

2  

sonalika Dash sonalika Dash

Comedy

ମୁଁ ପଣ୍ତିତ

ମୁଁ ପଣ୍ତିତ

1 min
158

ଗୋଟେ ମୁର୍ଖ ଥିଲା। ହେଲେ ସିଏ ନିଜ କୁ ପଣ୍ଡିତ ଭାବୁ ଥିଲା 

  • ଥରେ ସେ କଟକ ବୁଲି ବାକୁ ଗଲା। ପ୍ରଥମେ ତା'ର ଦହିବରା ବାଲା ସହ ଦେଖା ହେଲା। ଦହିବରା ବାଲାଟି ଡାକୁ ଥିଲା କି।କଟକ ଦହିବରା ....ଯିଏ ଖାଇବ ମନେ ରଖିବ। ନଣନ୍ଦ ଖାଉଥିବ ଭାଉଜ ଦେଖୁ ଥିବ। ବୋହୂ ଖାଉଥିବ ଶାଶୂ ମାଗୁ ଥିବ।ସେଇ ମୁର୍ଖ ସେଠି ପହଞ୍ଚି ଗଲା ‌‌‌‌‌‌ଆଉ କହିଲା ରୁହନ୍ତୁ। ଏଇଠି ନଣନ୍ଦ ନାହିଁ କି ଭାଉଜ ନାହିଁଁ ଶାଶୁ ନାହିଁ କି ବୋହୂ ନାହିଁ। ସେମିତି କହିବୁ ନାହିଁ। ତାଙ୍କୁ ଅପମାନ ହେବ।ଦେଖ ମୁ କେତେ ବଡ଼ ପଣ୍ଡିତ। ...…...........…............. କ'ଣ


ସୋନାଲିକା ଦାଶ,ମଠ ସାହି ସରକାରୀ ଉଚ୍ଚ ବିଦ୍ୟାଳୟ (ଭଦ୍ରକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy