STORYMIRROR

SACHALA GURU

Inspirational

3  

SACHALA GURU

Inspirational

କର୍ମ ହିଁ ଶ୍ରେଷ୍ଠ

କର୍ମ ହିଁ ଶ୍ରେଷ୍ଠ

1 min
169

ପ୍ରାଣିଷୁ  ମାନବ8 ଶ୍ରେଷ୍ଠ8!

    ପ୍ରାଣୀମାନଙ୍କ ମଧ୍ୟ୍ୟରେ ଶ୍ରେଷ୍ଠ ଜୀବ  ହେଉଛି ମନୁଷ୍ୟ !

ଏହି ଜନ୍ମରେ ମନୁଷ୍ୟ ଯେଉଁ ଭଳି କର୍ମ କରେ,  ସେହି କର୍ମ ର 

ଫଳ ପର ଜନ୍ମରେ ଭୋଗ କରିବାକୁ ପଡିଥାଏ !ଏ ହେଉଛି 

ଆମର କର୍ମକ୍ଷେତ୍ର, ଧର୍ମକ୍ଷେତ୍ର, ଓ ପୁଣ୍ୟକ୍ଷେତ୍ର !ତାହାକୁ ଯେଉଁ ପରିମାଣ ପରିମାର୍ଜିତ କରି ଚାଲିବା,,ତେବେ ତାହା ହିଁ  ଆମର ଶ୍ରେଷ୍ଠ କର୍ମ !

    ଏକଦା ଏକ ଗ୍ରାମରେ ମାଧବ ନାମ ରେ ଜଣେ ବ୍ୟକ୍ତି

ବାସ କରୁ ଥିଲେ !ତାଙ୍କ  ପତ୍ନୀ ଙ୍କ ନାମକମଳା ସାହୁ ! ତାଙ୍କର କୋଳରେ  କୌଣସି ସନ୍ତାନ ସନ୍ତତି ନ ଥିଲେ ! ସେ 

ଦୁହେଁ ସରଳ ଭଦ୍ର ଓ ଧର୍ମ ପରାୟଣ ଥିଲେ !ମାଧବ ସାହୁ ଙ୍କ ମନରେ ଜନ ସେବା  ପରୋପକାରୀ ଭାବ ଥିଲା !ସେ ଜନ ମଙ୍ଗଳ କାମ କରିବାକୁ ଇଛା କରି ନିଜ ସ୍ଥାନ ରେ ଏକ ବୃଦ୍ଧା ଶ୍ରମ ତିଆରି କଲେ !ସେହି ବୃଦ୍ଧାଶ୍ରମ କୁ ବିଭିନ୍ନ ସ୍ଥାନ ରୁ ବୃଦ୍ଧ ଓ ବୃଦ୍ଧା ଆସି ରହୁ ଥିଲେ !  

   ସେହି ଆଶ୍ରମରେ ଅଳ୍ପ ଲୋକଙ୍କୁ ରଖି ନିଜେ ମଧ୍ୟ୍ୟ ତାହାଙ୍କୁ  ସେବାକରୁଥିଲେ ! ସେ ମନରେ ଭାବିଥିଲେ "ମାନବ ସେବା , ଈଶ୍ବର ସେବା "! ସେ ନିଜର ଜମି ବାଡ଼ି କୁ ମଧ୍ୟ  

ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ଦାନ କରିଥିଲେ ! ତାହା ସହିତ ମନ୍ଦିର ନିର୍ମାଣ  କାର୍ଯ୍ୟକ୍ରମରେ ଦାନ କରୁଥିଲେ !

     ମାଧବ ସାହୁଙ୍କର ଏହି ଧର୍ମ, ପରୋପକାର ରେ 

କର୍ମଥିଲା  - ଶ୍ରେଷ୍ଠ କର୍ମ !

ଗାଳ୍ପିକା 


 






  

 



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational