Arati Sahoo

Inspirational

1  

Arati Sahoo

Inspirational

କଣ କହିବା

କଣ କହିବା

1 min
2.9K


କାଲି ମୁଁ ଝରକା ପାଖରେ ଠିଆ ହୋଇ ବାହାରକୁ ଅନେଇଥିଲି । ବାହାରକୁ ତ ଅକାରଣରେ ଯିବା ମନା , ପୂରା ସହର ଲକ୍ ଡାଉନରେ । ବିଲ୍ଡିଂର ଠିକ୍ ତଳେ ଦୁଇଜଣ ଭଦ୍ରବ୍ୟକ୍ତି ଠିଆ ହୋଇ କଥାବାର୍ତ୍ତା ହେଉଥିଲେ । ଦୁହେଁ ପରସ୍ପରଠାରୁ ପ୍ରାୟ ଦେଢ଼ ମିଟର ଦୂରରେ ଥିଲେ । ମୁଁ ଭାବିଲି ଯାହାହେଉ ମୋ ସହର ବେଶ୍ ସଚେତନ ।


ଆଜି ସକାଳେ ମୁଁ କ୍ଷୀର ଆଣିବା ପାଇଁ ଆମ ପାର୍କ ଦେଇ ଗଲି । ଯୋଡ଼ା ଯୋଡ଼ା ଲୋକ ଯୋଡ଼ା ଯୋଡ଼ି ହୋଇ ଟହଲ ମାରୁଛନ୍ତି ଗପ ସପ କରିକରି । ମୁଁ ଭାବିଲି ମୋ ସହର ଲୋକେ କି ସଚେତନ ?


Rate this content
Log in

Similar oriya story from Inspirational