STORYMIRROR

ଶିଶିର ସାହୁ ମନୋଜ

Fantasy

2  

ଶିଶିର ସାହୁ ମନୋଜ

Fantasy

କହିଦେବି ରାମା କହିଦେବି

କହିଦେବି ରାମା କହିଦେବି

1 min
227

ଗୁଟେ ଗାଆଁରେ ବଡ଼ ଭଵ୍ଯ ଛାମୁଣ୍ଡିଆ କରାଯାଇ ଅଷ୍ଟପ୍ରହରି କୀର୍ତ୍ତନ ଚାଲିଥାଏ । ଅନ୍ୟ ଗାଆଁରୁ ଜଣେ ଜଣାଶୁଣା ପାଲା ଗାଆଣ ଆସିଥାନ୍ତି ଯଦି ସେ ଗୁଟେ ଡୁହାଟେ ପକେଇଲେ

“କହି ଦେବି ରାମା କହିଦେବିରେ”

ହଟାତ୍ମ ନାମକ ଜଣେ ଲୋକ ଶହେ ଟଙ୍କା

ଧରେଇ ଦେଲା,

ଗାଆଣ ଉତ୍ସାହିତ ହେ ଫିଣି ଥରେ

ସେମନ୍ତ ଗାଇଵାକୁ ଲାଗିଲା


ଚାହୁଁ ଚାହୁଁ ସେ ଲୋକଟା ନିଜେ ପିନ୍ଧି ଥିବା ସୁନାମାଳଟି କାଢି଼ ଗାଆଣକୁ ଧରେଇ ଦେଲା,

ଗାଆଣର ଉତ୍ସାହ ବହେ ବଢି ଗଲା, ଫିଣି ନୂଆ ପ୍ରକାରେ ଗାଇ ବସିଲା,

ହେଲେ ଏଥର କିନ୍ତୁ ସେ ରାମ ନାମକ ଲୋକ ଭୀଷଣ ଚିଡି଼ଗଲା ଆଉ ଗାଆଣକୁ କହିଲା

“ହଇରେ,ପଇସା ଦେଲି ସୁନାର ମାଳ ଦେଲି ତଥାପି ମାନୁନୁ

କହିଦେଵି କହିଦେଵି ବୋଲୁଛୁ କିୟଣ ଟା ଆଉ କହିବୁ କିରେ ? ମୁଁ ଗୁହ ପଡି଼ଆର ବରକୋଳି ଗଛ ମୂଳୁଁ ଗୁଟେ ବରକୋଳି ପଡିଥିଲା ଯେ ତାକୁ ଧୋଇକରି ଖାଇ ଦେଇଥେଲି ଯା କଦିଦେ ନା ଆଉ ତତେ ଫଟା ପାହୁଲାଟାଏ ବି ଦେବିନିରେ ପୁଅ । ”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy