STORYMIRROR

Reeta aparajeeta Mohanty

Abstract

1  

Reeta aparajeeta Mohanty

Abstract

କେବଳ ଦେଶ ପାଇଁ

କେବଳ ଦେଶ ପାଇଁ

1 min
144

ମାଧବୀ ଘର କୁ ଫେରିନି ତା ମା ବାରମ୍ବାର ଫୋନ କରି

ଚାଲିଛନ୍ତି। ହେଲେ ସେପଟୁ ରିଙ୍ଗ ଯାଉଛି ହେଲେ କିଛି ଉତ୍ତର ଆସୁନି।

ମାଧବୀ କଥା ଭାବି ତାଙ୍କ ଆଖିରୁ ଟପ ଟପ ଗଙ୍ଗା

ଯମୁନା ବୋହି ଚାଲୁଥିଲା।

ସେତେବେଳେ ଝିଅର ଡାକ ଶୁଣି ସେ ଟିକେ ସାଷ୍ଟମ ହେଲେ।

ମା ମୁଁ ଗାlଧେଇ ଆସେ। ମୁଁ ଡାକ୍ତର କେତେ ଲୋକଙ୍କ ଜୀବନ

ବଞ୍ଚେଇ ଦେଉଛି କାହାର କଣ ....?

ଏ ସମୟର ବି

ପୁରୁଣା ଆଲବମ ଦେଖି ଦେଖି ଖାଇବୁ କି ନା ଖାଇସାରି କି!ଅ

ଆଜି ହସ୍ପିଟାଲରେ ବହୁତ ରୋଗୀ ଥିଲେ ତେଣୁ ଘର କୁ ଫେରିବାକୁ ଡେରି ହେଲା । ମା ତୁମେ କେଉଁଠି କିଣାକିଣି କରିବାକୁ ବାହରିନି। ଏବେ ୪୮ ଘଣ୍ଟିଆ କର୍ଫ୍ୟୁ ଚାଲିଛି

ବାହାରକୁ କେମିତି ଯିବି। ଆପଣ ମାନେ ବି ଘରେ ତ। ଏସବୁ ପ୍ରୟାସ କେଵଳ ଆମରି ଭଲ ପାଇଁ। କାଲି ୯ ବେଳେ ୯ ମିନିଟ ପାଇଁ ନିଜ ଘର ସବୁ ଆଲୁଅ ଲିଭେଇ ଦୀପ ଜଳେଇବା। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ନୂଆ ଆଲୋକର ବାର୍ତା ଦେଇଛନ୍ତି ପାଳିବା। ମୁଁ ତ ପ୍ରସ୍ତୁତ ଆଉ ଆପଣମାନେ ସାମାଜିକ ଦୂରତ୍ୱ କଥା ଭୁଲିବେନି। ଆଜି ପାଇଁ ମୋ ଡାଇରୀ ରେ ଏତିକି। ଜୟ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract