STORYMIRROR

pawan Mohakul

Abstract Tragedy Inspirational

3  

pawan Mohakul

Abstract Tragedy Inspirational

କାହାକୁ କହିବ କଣ

କାହାକୁ କହିବ କଣ

1 min
363

ଆଜିର ଦିନରେ କିଏ ଗରିବ କିଏ ଧନୀ,

ଗରିବ ବି ଫଟା ପିନ୍ଧୁଚି ଧନୀ ବି ଫଟା ପିନ୍ଧୁଚି,

ଖାଲି ଫରକ ଏତିକି,

ଗରିବ ଗୋଟିଏ ପୋଷାକ କୁ ବର୍ଷ ସାରା ପିନ୍ଧି ପିନ୍ଧି ଫାଟି ଯାଉଛି,

ଆଉ

ଧନୀ ଅଜସ୍ର ପୋଷାକ ଥିଲେ ବି ଫଟା ପିନ୍ଧିବାକୁ ଫେସନ୍ ଭାବୁଚି

ଗରିବ ଅଙ୍ଗ ଲୁଚେଇବାକୁ କପଡା ମିଳେନି,

ଆଉ ଧନୀ,

ଫଟା ପିନ୍ଧି ଅଙ୍ଗ ପ୍ରଦଶର୍ନ କରିବାକୁ ମୋର୍ଡେନ ଭାବୁଚି

କାହା ପାଇଁ ଅଭାବ ତ କାହା ପାଇଁ ଫେଶନ୍,

କାହା ପାଇଁ ସଂସ୍କାର ତ କାହା ପାଇଁ ବିକାର,

ଏହା ହିଁ ଆଜିକାଲି ର ବିଡମ୍ବନା

କାହାକୁ ବା କ'ଣ କହିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract