Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sameer Kanhar

Abstract Comedy Drama

3  

Sameer Kanhar

Abstract Comedy Drama

ହାଟ

ହାଟ

2 mins
150


ଗୋଟିଏ ଗାଁରେ ବହୁତ ଗରିବ ପରିବାରଟିଏ ରହୁଥିଲେ। ଏବଂ ତାଙ୍କର ୩ ଟି ଛୋଟ ଛୋଟ ପିଲାମାନଙ୍କୁ ନେଇ ଘନଶ୍ୟାମ ଓ ସ୍ତ୍ରୀ ରହିଥାନ୍ତି। ହାଟାତ୍ ଦିନେ। ଘନଶ୍ୟାମ ଅଜଣା ରୋଗରେ ପଡ଼ିଲେ। ଏବଂ ତା ସ୍ତ୍ରୀ କାହା ଘରେ ମୂଳ କିମ୍ବା ହାଟକୁ ନିଜ ବଡ଼ି ବଗିଚାରୁ ପନିପରିବା ନେଇ ବିକ୍ରି କରି ଚଳାଉଥାନ୍ତି ନିଜ ପରିବାର । ଏମିତି କିଛି ବର୍ଷ ବିତି ଗଲା ସ୍ତ୍ରୀ ମଧ୍ୟ ଅଜଣା ରୋଗରେ ପୀଡିତ ହେଲେ । ଘରର ବଡ଼ ହେଉଛି ମିନି। ମିନି କୁ ପରିବାର ଚଳେଇବା ଜଣା ନାହିଁ । ମିନି ବହୁତ ଛିନ୍ତା ରେ ପଡ଼ିଲା ମିନି। ମିନି ର ବୟଷ ମାତ୍ର ୦୯ ବର୍ଷ । ସେ ସମୟ ରେ ସେ ମଧ୍ୟ କିଛି ଜାଣି ପାରୁ ନ ଥାଏ। କି ଭଳି ବାଭେ ଘରର ସାନ ଭାଇ, ଭଉଣୀ ଓ ବାପା ମା ଙ୍କ ପାଇଁ ଆହାର ଯୋଗାଡ଼ କରିବ ଚିନ୍ତା କରୁଥାଏ ମିନି।


ଚିନ୍ତା କରୁ କରୁ ଗୋଟିଏ ମାସ ବିତି ଗଲା । ମିନି ର ମନେ ପଡ଼ିଲା ଯେ ବାପା ଭଲ ଥିବା ବେଳେ ମିନି ବାପା ଙ୍କ ସହ ହାଟକୁ ଯାଇ ଥିଲା।' ହାଟ'ସପ୍ତାହକୁ ଥରେ ବସେ ସେ ଚିନ୍ତା କଲା ଆସନ୍ତା ମଙ୍ଗଳ ବାର ଦିନ ମୁଁ ଗାଁ ପାଖର ବସୁଥିବା ଫିରିଙ୍ଗିଆ ହାଟକୁ କିଛି ଶାଗ, ପନିପରିବା ବିକ୍ରି କରି ଯିବି ଓ କିଛି ପଇସା ପାଇବି ମିନି ବସି ଭାବୁ ଥାଏ। ହାଟର ପୂର୍ବ ଦିନ ଆସିଲା । ମିନି ପୂର୍ବ ଦିନ ଠାରୁ ବିକ୍ରି କରିଯିବା ପାଇଁ ବିଭିନ୍ନ ପରିବା ଓ ଶାଗ ପ୍ରସ୍ତୁତି କଳା।  ମିନି ସଖାଳୁ ସଖାଳୁ ବାହାରିଲା। ଏମିତି କରି ନିଜ ବାପା ମା ଓ ଭାଇ ଭଉଣୀ ଙ୍କ ଭଲମନ୍ଦ ବୁଝୁ ଥାଏ। ମିନି ଏମିତି କିଛି ବର୍ଷ ବିତିଗଲା। ବାପାଙ୍କର ମୃତ୍ୟୁ ହେଲା। ପୁଣି ଆଉ ଗୋଟିଏ ବର୍ଷ ହେବା ପରେ ମା ଙ୍କ ମଧ୍ୟ ମୃତ୍ୟୁ ବରଣ ହେଲା । ମିନି ସେ ସମୟରେ ଜଣାଶୁଣା ହୋଇଥାଏ। ତାଙ୍କ ସାନ ଭାଇ ଭଉଣୀ ମଧ୍ୟ ବଡ଼ ହୋଇଥାନ୍ତି। ମିନି ବାପା ମା ପାଇଁ ବହୁତ୍ ଛେଷ୍ଟା ସତେ ମଧ୍ୟ ଠିକ୍ ହୋଇ ପାରିଲେ ନାହିଁ ମିନି ମଧ୍ୟ ହାର ମାନି ଗଲା। ତାପରେ ତା ସାନ ଭାଇ ଓ ମିନି ଜିନିଷ ପତ୍ର ବିକ୍ରି କରିବା ପାଇଁ ପ୍ରତ୍ୟେକ ମଙ୍ଗଳ ବାର ,'ହାଟ' କୁ ଯାଆନ୍ତି। କିନ୍ତୁ ସାନ ଭାଇ ସୈାରଭ ବୁଝି ଯାଇଥିଲା ଯେ ଦୁନିଆକୁ ସାସିବା ମାତ୍ର କିଛି ଦିନର ସୋଉଦା କରି ସରି ବା ପରେ ନିଜ ନିଜ ସ୍ଥାନକୁ ଫେରିବାକୁ ପଡ଼େ ବୋଲି । କିଛି ବର୍ଷ ମିନି ଓ ସୈାରଭ ମିଶି ଯାଇ ଥାନ୍ତି । ଦିନେ ବିକ୍ରି ସରିଲା ପରେ ଘରକୁ ଫେରିଥାନ୍ତି। ପେରିବ ସମୟରେ ମିନି କୁ ଗାଡ଼ି ଧକା ହୋଇ ଗଲା ମିନି ସେଠାରେ ହିଁ ମୃତ୍ୟୁ ବରଣ ହେଲା। ଯେଉ ଭଳି ବାଭରେ ବିକାଳି ମାନେ 'ହାଟ' ର ସଉଦା ବିକ୍ରି ସରିବା ପରେ ନିଜ ନିଜ ଘରକୁ ଫେରନ୍ତି ଠିକ୍ ସେହପରି ମଧ୍ୟ ଏହି ଦୁନିଆରେ ମଧ୍ୟ' ହାଟ' କୁ ଆସି ସଉଦା କରିସାରିବା ପରେ ନିଜ ନିଜ ସ୍ଥାନ କୁ ଯିବାକୁ ପଡ଼େ ।


Rate this content
Log in

More oriya story from Sameer Kanhar

Similar oriya story from Abstract