STORYMIRROR

Subhashree Behera

Abstract Inspirational

3  

Subhashree Behera

Abstract Inspirational

ଗୋଲାପୀ କଢିରୁ ଧୂସରୀୟ ନାରୀର ଜୀବନ

ଗୋଲାପୀ କଢିରୁ ଧୂସରୀୟ ନାରୀର ଜୀବନ

1 min
121

ନାରୀର ଜୀବନର ଅୟ ମାରମ୍ଭ ଗୋଟେ ଗୋଲାପ କଢିରୁ ହୋଇଥାଏ l ହେଲେ ତା ପରେ ଗୋଟେ ଜନ୍ତ୍ରବିତ୍ ଜୀବନର ସୋପାନକୁ ଅବଲମ୍ବନ କରି କେତେବେଳେ ସେ ନିଜକୁ ଏକ ଧୂସରିତ ଅବସ୍ଥାରେ ପାଇ ସାରିଥାଏ l ଚାଲନ୍ତୁ ଏହି ଛୋଟିଆ କବିତାରେ ତାହାକୁ ପ୍ରତିବାଦିତ କରିବା l 


ଯିଏ ଦୁନିଆର ଏଇ ବ୍ୟସ୍ତ ଜୀବନରେ କୋଉଠି ଲୁଚି ଯାଏ,ଯିଏ ଦୁନିଆର ନୀତି ନିୟମ ମାନି ମାନି ନିଜେ ଦଳି ହୋଇ ଯାଏ.....।

ଯିଏ ଘର ସମ୍ଭାଳି ନିଜର ଆବଶ୍ୟକତା ଭୁଲି ଯାଏ, ଯିଏ ପରିବାରର ସ୍ବପ୍ନ ପୁରା କରିବାକୁ ଯାଇ ନିଜସ୍ଵ ସ୍ବପ୍ନକୁ ଭୁଲିଯାଏ ....ଯିଏ ଘଣ୍ଟାରୁ ବେଶୀ ବେଗରେ ଚାଲିଥାଏ ।

ଯିଏ ଦିନ ରାତି ସମାନ କରି ଘରର ସବୁ କାମ କରି ଚାଲେ ...।


ଆଉ ଶେଷରେ ଏତିକି କହିବି ....ଯିଏ କହିବାକୁ ତ ଗଲେ ଶିକ୍ଷିତ ହେଲେ , କାମର ବ୍ୟସ୍ତରେ ସେ ତାହା ମଧ୍ୟ ଭୁଲି ଯାଏ ....

କାହିଁକି ନାରୀଟିଏ ଗୋଟେ ଯନ୍ତ୍ରବିତ୍ ଜୀବନକୁ ଆପଣେଇ ଥାଏ...???? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract