Akshayakumar Dash

Classics

2  

Akshayakumar Dash

Classics

ଗାଁ ର ନା

ଗାଁ ର ନା

1 min
3.3K


ରାଧା ଶ୍ରେଣୀ ରେ ପଚାରିଲା।ସାର ସବୁ ଗାଁ ର ନା ପଛରେ କିଛି କାହାଣୀ ବା ଇତିହାସ ଅଛି । ଯେମିତି ଆମ ଓଡ଼ିଶାର ନା ଉତ୍କଳ କଳିଙ୍ଗ ଓଡିଶା । ହଁ ତୁମେ ଠିକ କହିଛ। ଆମ ଓଡ଼ିଶାର ସଂସ୍କୃତି ବହୁ ପ୍ରାଚୀନ । ଇତିହାସବି ଚାରି ହଜାର ବର୍ଷ ତଳର କଥା । ସେତେବେଳେ ଏତେ ଗାଁ ଗଣ୍ଡା ନଥିଲା । ପ୍ରାୟତଃ ନଦୀ କୁଳିଆ ଅଂଚଳ ରେ ବସ୍ତି ଥିଲା । ଗୋଟେ ଗୋଟେ ଗାଁ ରେ ଆଠ ଦଶ ପରିବାର ଥିଲେ ।କାଳକ୍ରମେ ଜନସଂଖ୍ୟା ବଢ଼ିଲା ।ଗାଁ ର ଲୋକସଂଖ୍ୟା ବଢିଗଲା ପରିବାର ବିଭକ୍ତ ହୋଇହୋଇଗଲା । ଏବେ ଆମ ଗାଁ ମାନଙ୍କ ରେ ପ୍ରାୟ ହଜାର ଲୋକ ରହୁଛନ୍ତି। ତେବେ ତୁମର ପ୍ରଶ୍ନ ଗାଁ ର ନାମ ପଛର ଇତିହାସ । ଇତିହାସ ସମୟ କୁ ନେଇ । ଗୋଟିଏ ଗାଁ ର ନାମ ପାଇକରାପୁର । ଏହି ଗାଁ ଟି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ମିର୍ଜାପୁର ବା ଓରଙ୍ଗାବାଦ ପଂଚାୟତ । ଏହିଗ୍ରାମ ନିକଟରେ ରାଧାନଗର, କାଏମ, ସାଲେପୁର କୋତପୁର ଶ୍ରୀରାମପୁର ଡେରାବର ଆଦି ଗାଁ ଅଛି ପ୍ରତେକ ଗାଁ ର ନାମ ରେ କିମ୍ବଦନ୍ତି କୁହେ ଏହି ଅଂଚଳ ସମ୍ରାଟ କଂ ରାଜଧାନି ଥିଲା । ସେତେବେଳେ ରାଜ୍ୟର ସୁରକ୍ଷା ଦୃଷ୍ଟିରୁ ରାଜାମାନେ ସୈନିକ ବା ପାଇକ କୁଁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ରଖୁଥିଲେ । ଏହି ପାଇକ ମାନେ ରହୁଥିବା ଗାଁ ପାଇକରାର୍ପୁର।

ରାଧାର ଗ୍ରାମ ପାଇକରାପୁର, ତେଣୁ ଖୁସି ହୋଇ ନିଜ ଗାଁ ର ଇତିହାସ ଜାଣିଲା ଏବଂ କହିଲା ସାର ମୋ ଗାଁ ପାଇକରାପୁର । ମୁଁ କହିଲି, ଠିକ ତୁମେ ପାଇକ ମାନଙ୍କ ବଂଶ ଧର। ଯୋଦ୍ଧା ବିର ସୈନିକ ର ରକ୍ତ ତୁମ ଦେହରେ ପ୍ରଭାହିତ ।


Rate this content
Log in

Similar oriya story from Classics