Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

kamal kumar dash

Classics Inspirational


3  

kamal kumar dash

Classics Inspirational


ଧନିଆ ମଉଷl

ଧନିଆ ମଉଷl

1 min 218 1 min 218


ଧନିଆ ମଉଷl ସହରର ଗଳି ଗଳି ବୁଲୁ ପରିବl ବିକନ୍ତି | ସାଇକେଲର ଆଜି ରୁ ପଛ ଯାଏଁ ପରିବା ବ୍ୟାଗ ଲଟକି ଥାଏ | ଆଳୁ ,ସlରୁ କଖାରୁ ,ଲଙ୍କା, କଦଳୀ ,ବାଇଗଣ ଇତ୍ୟାଦି ପୁରା ତାଜା ପରିବl | ଟିକେ ବୟସ ବେଶୀ ହୋଇ ଯିବାରୁ ଆଉ ବୁଲି ପାରିଲେନି | ଆମ ଘର ପାଖ ଚକ୍ରେଗୋଟେ ପାରିବ ଦୋକାନ କରି ବସିଲେ | ଗଲା ବର୍ଷ ବାହା ହୋଇଥିବା ଝିଅ ବି ତାଙ୍କ ପାଖେ ରୁହେ କାରଣ ତା ସ୍ୱାମୀ ସୁରଟରେ | କରୋନା ଯୋଗୁ ରେ ଦୋକାନ ବଜାର ସବୁ ବନ୍ଦ ହେଲା | ତାଙ୍କର କିଛି ଟଙ୍କା ଦରକାର ପଡିଲା ଆସି ଆମ ଘରୁ ମାଗି ନେଲେ ,କହିଲେ ଅଳ୍ପଦିନ ପରେ ଫେରେଇ ଦେବେ | ଦୋକାନ ଖୋଲିଲା ପରେ ଦିନେ ଦେଖିଲି ତାଙ୍କ ଦେହ ଭାଲନାହିଁ | ସନ୍ଧ୍ୟାରେ ଆମ୍ବୁଲାନ୍ସରେ ସେ ହସ୍ପିଟାଲ ଗଲେ ଓ ଆଉ ଫେରିଲେନି l ତାଙ୍କ ବଡ଼ି ବି ସରକାରଙ୍କ ଲୋକେ ଦାହ ସଂସ୍କାର କଲେ | ଛକ ଦେଇ ଗଲା ବେଳେ ଧନିଆ ମଉସା ଦୋକାନ ଟା ଖାଲି ଖାଲି ଲାଗେ ଓ ତା କଥା ମନେ ପଡେ ,ଶେଷରେ ବିଡ଼ାଏ ଧନିଆ ,ମୁଠାଏ ଲଙ୍କା ବା ଲେମ୍ବୁ ୨ଟା ପକାଇ ଦିଅନ୍ତି ବ୍ୟାଗରେ | କିଛି ଦିନ ପରେ ତାଙ୍କ ସ୍ତ୍ରୀ ଓ ଝିଅ ମିଶି ପରିବl ଦୋକାନ ଫୁଣି ଆରଂମ୍ଭ କଲେ | 


Rate this content
Log in

More oriya story from kamal kumar dash

Similar oriya story from Classics