Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Ashis Kumar Swain

Abstract


5.0  

Ashis Kumar Swain

Abstract


ଚାକିରି

ଚାକିରି

1 min 174 1 min 174

ସ୍ରଷ୍ଟାଙ୍କର ଶ୍ରେଷ୍ଠ ସୃଷ୍ଟି ଓ ସର୍ବଶ୍ରେଷ୍ଠ ବୁଦ୍ଧିଆ ବିବେକୀ ବିଚାରବନ୍ତ ପ୍ରାଣୀ ମଣିଷ । ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚୟ ସୃଷ୍ଟି କରିବାର ଏକମାତ୍ର ଅସ୍ତ୍ର ଚାକିରି । ଶିଷ୍ଟାଚାର , କ୍ଷମା , କରୁଣା ଓ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ଅସ୍ତ୍ରକୁ ଚାକିରି ରୂପେ ମୁଁ ଗ୍ରହଣ କରିଛି । ଏକ ଏକ ନୂତନ ଭବିଷ୍ୟତ ସୃଷ୍ଟି ଅନ୍ଵେଷଣ ନିମନ୍ତେ ଶିକ୍ଷା ଦାନର ବୃତ୍ତିକୁ ଆଦରି ନେଇଛି । ସୁସ୍ଥ ନିରୋଗମୟ ସମାଜ ସୃଷ୍ଟି କରିବାର ପ୍ରୟାସ । ସମୟ ଶୃଙ୍ଖଳା ଏ ମୋର ଚାକିରି ।ଏଠି ଘଣ୍ଟା କର୍ମ ତତ୍ପର କରିପକାଏ । ଠନ୍ ଠନ୍ ଶବ୍ଦ କରି ସୂଚେଇଦିଏ ଶିକ୍ଷା ଦାନ କର ଶିକ୍ଷା ଦାନ କର ।ଚାକିରିର ପ୍ରକୃତ ମୂଲ୍ୟବୋଧ ବୁଝ ।


Rate this content
Log in

More oriya story from Ashis Kumar Swain

Similar oriya story from Abstract