STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ବରଦାନ

ବରଦାନ

1 min
204

କେଡେ ସୁନ୍ଦର ଏ ପ୍ରକୃତି, ଆଉ ଫୁଲ ଫଳ ନଈ ହ୍ରଦ, ତଅଭିତରେ ଚିଲିକା ବୁଲି ଯିବାର ଯୋଜନା କୁ ସତେ ଯେମିତି ଶରତ ର ଆଗମନ ରେ କାଶତଣ୍ଡୀ ଫୁଲ ଗୁଡିକ ସ୍ୱୀକୃତି ଦେଉଥିଲେ, ବ୍ରହ୍ମଗିରି ରେ କାର ରଖି ସାତପଡ଼ା ପଟେ ଭଡା ଡ଼ଙ୍ଗା କରି, ଡ଼ଲଫିନଦେଖା ମଜ୍ଜା ଉଠାଇ, ଫେରୀ ର ଭିଡ଼ିଓ କରି ମାଆ କାଳିଜାଇ ପୀଠ ରେ ମାଆ କୁ ପ୍ରଣାମ କରିବା ଭିତରେ ମୋର କାହିଁ ମନେ ହେଲା କାଶତଣ୍ଡୀ ଫୁଲ ବିହୀନ କାଳିଜାଇ ପୀଠ ଅଧୁରା ହେଲେ ଆରଥର କିଛି କାଶତଣ୍ଡୀ ଫୁଲ ଚାରା ଧରି ଆସିବା ବେଳକୁ କାଳିଜାଇ ପାହାଡ଼ ଓ ଦୂରରୁ ମାମୁଁ ଭଣଜା ପାହାଡ଼ ରେ କାଶତଣ୍ଡୀ ସମ୍ଭାର ମତେ ଲଜ୍ଜିତ କରିଥିଲା, ପ୍ରକୃତି ଓ ଭଗବାନ ଙ୍କ ଦାନ ର ମହତ୍ୱ ବୁଝିବାକୁ ଚେଷ୍ଟା କରିବି ବୁଝିନପାରିଥିବାରୁ କ୍ଷମା ମାଗୁଥିଲି ମାଆ କୁ, ଆଉ ଘରେ ଆସି କାଶତଣ୍ଡୀ ଗୁଡିକ ଲଗେଇ ଦେଇଥିଲି ବାଡ଼ିପଟ ବଗିଚାରେ, ପାଣିଦେଇ ଅପେକ୍ଷା କରିଛି ସତେ ବଞ୍ଚିବ ଭାବି !


Rate this content
Log in

Similar oriya story from Abstract