STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ବନ୍ଧୁ ପରି ବନ୍ଧୁ ଟିଏ -ରୀତା

ବନ୍ଧୁ ପରି ବନ୍ଧୁ ଟିଏ -ରୀତା

1 min
422

ଲିତୁ ଛୋଟ ବେଳୁ ହିଁ କିଛି ଦେଖିପାରlନି ତାଙ୍କ ଘରେ କେତେ ଡକ୍ଟର ଦେଖେଇଲେ ,କେତେ ପୂଜା ବି କଲେ ହେଲେ ଲlଭ ହେଲାନି। ତା ପରେ କେମିତି ନିଜ ବିଷୟ ରେ ଚିନ୍ତା କରି ତଜ଼ ପାଈଁ ଗୋଟେ ପପି ଆଣିଲେ l ସତ କୁ ସତ ତା ସହିତ ସେ ଖେଳିଲା, ସେ ଧୀରେ ଧୀରେ ତାକୁ ଅନୁକରଣ କରି ବହୁତ କିଛି ଶିଖିଲl | ତା ସ୍ୱତନ୍ତ୍ର ସ୍କୁଲ ଗଲl |ସେଠି ସେ କମ୍ପ୍ୟୁଟର ବହୁତ ଭଲ କଲ। l ତା ଛୋଟ ବେଳର ବନ୍ଧୁ ନେହା ତାକୁ ସବୁବେଳେ ସାହାଯ୍ୟ କରେ। ସେ ସବୁବେଳେ ତା ସହିତ ଠିଆ ହେଇଥାଏ। ସେ ତାକୁ ବାହା ମଧ୍ୟ ହେଲା ତା ଘର ଲୋକଙ୍କ କଥା ନ ମାନି। ତାଙ୍କର ଗୋଟିଏ ପୁଅ ହେଇଛି। ସେ ସବୁ ଦେଖି ପାରୁଛି।

ନେହା ଓ ପପି ହିଁ ତାର ପ୍ରକୃତ ବନ୍ଧୁ ସେମାନଙ୍କ ପାଇଁ ସେ ହାରି ଗଲାନି ।ଦୁନିଆ ଭିଡ ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract