ବିପଦ ର ବନ୍ଧୁ ବିପଦ ର ବନ୍ଧୁ
ବିପଦ ର ବନ୍ଧୁ ବିପଦ ର ବନ୍ଧୁ
ପରମ ବ୍ରହ୍ମ ଙ୍କ ଅନନ୍ତ କରୁଣାରୁ ଆମ୍ଭେମାନେ ଶ୍ରେଷ୍ଠ ମାନବ ଜୀବନ ଲଭି ଅଛୁ !ଜନ୍ମ ରୁ କେହି କାହାର ଶତ୍ରୁ କିମ୍ବା ମିତ୍ର ହୋଇ ଜନ୍ମ ହୋଇନଥାନ୍ତି, ଆମ୍ଭେମାନଙ୍କର ବ୍ୟବହାର ଦ୍ୱାରା ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ !ଏହି ଉଦେଶ୍ୟ ରେ ମୋର ଗଳ୍ପ..........
ପାହାଡ଼ ପର୍ବତ ଘଞ୍ଚଅରଣ୍ୟଘେରା ମଧ୍ୟ୍ୟ ରେ ଏକ
ପଲି ଗ୍ରାମ ଟିଏ ଥିଲା ସେ ଗ୍ରାମ ର ନାମ ଥିଲା ମାଲିକାପୁର !
ସେହି ଗ୍ରାମ ରେ ଶିବମାଲିକ ନାମକ ଜଣେ ବ୍ୟକ୍ତି ବାସ
କରୁଥିଲେ ! ତାଙ୍କରଏକ ପୁତ୍ର ଥିଲା, ତାହାର ନାମ କପିଳା !
ଦିନକର କଥା ଏକଦା କପିଳା ବନ୍ଧୁମାନଙ୍କ ସହ
ଘଞ୍ଚପାହାଡ଼ ଅରଣ୍ୟରେ ବୁଲୁ ବୁଲୁ କିଛି ଉପାଦେୟ ପଦାର୍ଥ ସଂଗ୍ରହ କରିବା ସମୟରେ ପାହାଡ଼ ତଳକୁ ଖସି
ପଡିଥିଲା ! ସେହି ପାହାଡ଼ ତଳେ ବିରାଟ ଗଭୀର ନଦୀ ବହିଯାଉଥିଲା ! ସେ ସମୟ କପିଳା ପାଇଁ ବିପଦ ପୂର୍ଣ୍ଣ ରାସ୍ତା
ଥିଲା ! ପାହାଡ଼ ଉପରକୁ ଆସିବା ପାଇଁ ବହୁତ କଷ୍ଟସାଧ୍ୟ
ହୋଇଥିଲା !
ସ୍ଵଭାଗ୍ୟାବଶତହ ସେ ରାସ୍ତା ଦେଇ ଦୁଇଜଣ ପିଲା ଘରକୁ ଫେରୁଥିଲେ ! କପିଳାର ଏ ଅସୁବିଧା ଦେଖି ସେ ପିଲା
ଦୁଇଜଣଙ୍କର ଉଦ୍ଧାର ପାଇଁ ଉପାୟ ଶୁନ୍ୟହୋଇଥିଲେ !
ହଠାତ ତାଙ୍କ ଦୁହିଁଙ୍କମଧ୍ୟରୁ ଜଣଙ୍କର ଉପସ୍ଥିତ ବୁଦ୍ଧି ଆସିଥିଲା !ଦୁଇଜଣପିଲା ହାତ ଧରା ଧରି ହୋଇ କପିଳା
ର ହାତକୁ ଧରି ଉପରକୁ ଟାଣିଆଣି ଥିଲେ !
ଏହି ଘଡି ସନ୍ଧି ମୁହୁର୍ତରେକପିଳା ଜୀବନ କୁ ରକ୍ଷା କରି ଥିବାରୁ, ସେ ଦୁଇ ବନ୍ଧୁ ହେଲେ ବିପଦ ର ବନ୍ଧୁ !!!
